ଭବାନୀପାଟଣା/ଧର୍ମଗଡ ୩୦। ୩ (ଶ୍ୟାମସୁନ୍ଦର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ କେରମୁଣ୍ଡା ସ୍ଥିତ ଆମଗଛ ତୋଟାଠାରେ ବିଟିଏମ ଦେବାଶିଷ ଚାନ୍ଦ ଏହି କ୍ଲାଇମେଟ ସ୍ମାର୍ଟ ଏଗ୍ରିକଳଚର କୁ ନେଇ କେରମୁଣ୍ଡା ସାବୁନଭାଡି ଓ ଟେକପଡା ଗ୍ରାମର ଚାଷୀ ମାନଙ୍କୁ ଜଳବାୟୁ ପରିବର୍ତ୍ତନ କୁ ଆଧାର କରି ଅସୁସ୍ଥ ପରିବେଶ କୁ ସମ୍ମୁଖୀନ କରି କିପରି ଅଧିକ ଉପ୍ତାଦନ କରି ପାରିବ ସେହି ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହା ଶିଶୁ ପାଣ୍ଠି ଓ ଦବତା ଅନୁଷ୍ଠାନ ଆନୁକୂଲ୍ୟରେ ସଂଘଠିତ ହୋଇଥିଲା । ଚାନ୍ଦ ମହୋଦୟ ଜୈବିକ ଚାଷ ସମ୍ମନିତ ଚାଷ ଆଧୁନିକ ପଦ୍ଦତି ପ୍ରଣାଳୀ ଉପରେ ପୁଙ୍ଖା ନୁ ପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ । ଦବତା ଅନୁଷ୍ଠାନ ର ଗୋଷ୍ଠୀ ଅଧିକାରୀ ରୋଜାଲିନ ବେହେରା ଓ ଗୋଷ୍ଠୀ ସଂଯୋଜକ ଶିବଲାଲ ବାଗ ଙ୍କ ସହଯୋଗରେ ତାଲିମ ଶିବିର ସୁରୁଖୁରୁ ଭାବରେ ସମ୍ପାଦିତ ହୋଇଥିଲେ । ଶେଷରେ ଚାଷୀମାନେ ଏହି ପରି ତାଲିମ ତ୍ରୟମାସିକ ଦେବା ପାଇଁ ଆଶା ପ୍ରକାଶ କରିଥିଲେ ଓ ଶିଶୁ ପାଣ୍ଠି ଭାରତ ଏବଂ ଦବତା ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ ।

Post a Comment