ବଲାଙ୍ଗିର ୨୮|୩ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ଉତ୍କଳ ସେବକ ସମାଜ ଓ ଲୁଥରନ ଓ୍ୱାଲ୍ଡଡ ସର୍ଭୀସ ସଂସ୍ଥାର ମିଳିତ ବୈଠକ କଣ୍ଟାବାଞ୍ଜିରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଉତ୍କଳ ସେବକ ସମାଜର ଜିଲ୍ଲା ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର ନନ୍ଦଙ୍କ ତତ୍ୱାବଧାନରେ ଉଭୟ ସଂଗଠନର ମଳିତ ଉଦ୍ୟମ ଯେପରି ଅବହେଳିତ ମାନଂକୁ ସରକାରୀ ଓ ବେସରକାରୀ ସହାୟତା ପ୍ରଦାନ କରାଯାଇ ପାରିବ ସେଥି ପାଇଁ ଆଲୋଚନା କରାଯାଇଥିଲା । ଗୋଷ୍ଠୀ ସ୍ତରୀୟ ସଚେତନତା ମାଧ୍ୟମରେ ଯେପରି ମାଗଣା ଚିକତ୍ସା ହୋଇ ପାରିବ ଓ ଜୀବନ ଜିବୀକାର ପରିବର୍ତ୍ତନ ହେବ ସେଥି ପାଇଁ ଉଭୟ ସଂଗଠନର କର୍ମକର୍ତ୍ତା ସଂକଳ୍ପରେ ପହଞ୍ଚି ଥିଲେ। ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ତାକୁ ରୋକିବାକୁ ଉଦ୍ୟମ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା ।

Post a Comment