ଜଳେଶ୍ୱର ୨୭/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଅନ୍ତର୍ଗତ ଖୁଲୁଡା ଶିତଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ଅଜିତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଚାରିଦିନିଆ ପ୍ରାରମ୍ଭ ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତହୋଇଯାଇଛି।ଉକ୍ତ ଶିବିରରେ ଚାରିଜଣ ସିଆରସିସି କୃଷ୍ଣ ଚନ୍ଦ୍ର ମାଝୀ , ଶ୍ରୀକାନ୍ତ ଧଳ, ରାମଚନ୍ଦ୍ର ଜେନା, ମିନା ପରିଡା ଋସୋର୍ସ ପାର୍ଶନ ରୂପେ ଯୋଗଦେଇ ଥିଲେ। ଖୁଲୁଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ, ସଞ୍ଜୟ କୁମାର ପାକଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟର ୫୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ଶିବିରରେ ଭାଗ ନେଇଥିଲେ ।ସଭା ପ୍ରାରମ୍ଭରେ ସଞ୍ଜୟ କୁମାର ଗିରି ମଞ୍ଚ ଆହ୍ୱାନ କରିଥିଲେ । ମୌସୁମୀ ଗୁପ୍ତା, ଆର ମଲିନା, କମଳାକାନ୍ତ ସାମଲ, ସୁଜିତ କୁମାର ସିଟ, ଦୀପକ କୁମାର ପାତ୍ର, ଯାମିନୀ କାନ୍ତ ମହାନ୍ତି, ଲିଳିମା ମାଝୀ ହରେକୃଷ୍ଣ ଜେନା,ବିଶ୍ୱଜିତ କର, ଅଜିତ କୁମାର ଗିରି ପ୍ରଭୃତି ଏଇ ଚାରି ଦିନିଆ ଟ୍ରେନିଂ ବିଷୟରେ ବକ୍ତବ୍ୟ ରଖିଥିଲେ ।ଶିକ୍ଷୟତ୍ରୀ ଆରତୀ ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଆରତୀ ଧଳ, ମାଳତୀ ଜେନା, ଗୀତାଞ୍ଜଳି ସାମଲ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Post a Comment