ଭୋଗରାଇ ୨୭/୩ ( ଚିନ୍ମୟ କୁମାର ଦାସ )ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନ ବଡ଼ମନ୍ଦାରୁଣୀ ଜଗନ୍ନାଥ ପଡ଼ିଆରେ ବ୍ଳକ ସ୍ତରିୟ କ୍ରିକେଟ ଟର୍ଣ୍ଣାମେଟ ଅନୁଷ୍ଠିତ ହୋଇଛି ।ଏହି ଟର୍ଣ୍ଣା ମେଣ୍ଟକୁ ଭୋଗରାଇ ବ୍ଳକ ଅଧ୍ୟକ୍ଷ ପ୍ରବୀର୍ କୁମାର ଗିରି ଓ ନହରା ଗ୍ରାମପଞ୍ଚାୟତ ସରପଞ୍ଚ କବିତା ରାଣୀ ଜେନା ଫିତା କାଟି ସୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷ ପ୍ରବିର କୁମାର ଗିରି, ସମ୍ମାନିତ ଅତିଥି ଭାବେ ନହରା ଗ୍ରାମପଞ୍ଚାୟତ ର ସରପଞ୍ଚ କବିତା ରାଣୀ ଜେନା ପୂର୍ବତନ ବ୍ଳକ ଉପାଧକ୍ଷା ରବିନ୍ଦ୍ରନାଥ ପ୍ରଧାନ,ନହରା ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ଅଶ୍ୱିନୀ କୁମାର ଦାସ, ସମାଜସେବୀ ମନୋରଞ୍ଜନ ଜେନା. ଗୋପାଳଚନ୍ଦ୍ର ଜେନା, ଯୁବ କ୍ରିଡ ପ୍ରେମି ମଳୟସ୍ଵର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ କହିଥିଲେ କ୍ରିଡା ଭାଇଚାରାର ସମ୍ପର୍କ ମଜବୁତ କରେ କଡାପ୍ରତି ଆଗ୍ରହ ହେଲେ ତାଙ୍କର ଶାରୀରିକ ଓ ମାନସିକ ସ୍ତରରେ ଉତ୍ତମ ଗଠନ ହୋଇ ପାରିବ ଏହି ଖେଳ କେବଳ ଓଡ଼ିଶା କି ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ଏକତା ଆଣି ପାରେ , ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ମିଳିଥାଏ ଭୋଗରାଇ ବ୍ଲକରେ ଥିବା ୫୦ଟି ପଞ୍ଚାୟତରୁ ମୋଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ , ଏହି ଖେଳକୁ ଜଗନ୍ନାଥବ୍ଳବର ସମସ୍ତ ସଦସ୍ୟ ଏବଂ ଗ୍ରାମବାସି ମାନେ ସହଯୋଗ କରିଥିଲେ।

Post a Comment