କବିତା -ପର୍ଝନା
ଭାଗ୍- ୧୯୨ ( ଫୁଲେଫୁଲେ ବସେ )
ତା:୧୨/୦୩/୨୦୨୩ ( ରଏବାର୍ )
ନୂଆପଡା ଜିଲ୍ଲା ବ୍ଲକ ନୂଆପଡା ଗ୍ରାମ -ମହୁଆଭଟା ଯୁବ କଵି ଶ୍ରୀମାନ -ଫାଲଗୁନି ରଣା ୨୦୨୨ଜୁଲାଇ ମାସ ରୁ କବିତା ଲେଖିବା ଟା ଆରମ୍ବ କରି ୨୦୨୩ ସୁଦ୍ଧା ମୋଟ କବିତା ୧୯୨ଟି ଲେଖିସାରିଛନ ଆଗକୁ ମଧ୍ୟ ଲେଖିବି ବୋଲି କହିଛନ,
ଫୁଲେଫୁଲେ ବସେ ପର୍ଜାପତି ଗୋ
ଖୁସା ତଲେ ଲୁକେ ଜନ୍..
ଚାହାନି ଚାଖି' କେ ଚାହାନା ନେଇନା
ଧୁରେ ଫିକି ଦେଲା ମନ୍..
ବିଛି ଦେଲୁ କାଏଁ ଧନ୍ ?
ଚକାବେନି ଗଁଥି ଚାଲି ଯାଉଥିଲେ
ଛଲ୍କେ ଧାଂଗ୍ରି ପନ୍...୧
ପାହାତିଁ ସକାଲ୍ ପାଏଲା ତ' ଗୁରି
ନାଇଁ ଉଦିବାର୍ ବେଲ୍..
ଜୁରା ଗରିଆର୍ ଶୋଭା ଦେଖିକରି
ତୋର୍ ଠାନେ ହେତିଁ ଗେଲ୍..
କେତେ ହେସୁ ଘୁଚ୍ପେଲ୍ ?
ଲାଜ୍ ଲୁଜ୍ନା ନାଇଁ ହଅ ରେ ଗୁରି
ପୀର୍ତି ନେଇସେ ଖେଲ୍...୨
ନୂଆପଡ଼ା ଜିଲ୍ଲା ରୁ ରିଖିରାମ ଦଳ ଙ୍କ ରିପୋର୍ଟ ଆଜତକ୍ ଓଡ଼ିଶା,
Post a Comment