ସୁଚନାଯୋଗ୍ୟଯେ, ଗ୍ରାମ ପଂଚାୟତ ଖଇରପଦର ତରଫରୁ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିସବ ଯୋଜନା ରୁ ଫୁଲଚି ପ୍ରାଥମିକ ବିଦ୍ୟାଳୟ ବାଉଣ୍ଟ୍ରି ନିର୍ମାଣ ଅଟକଲ ପରିମାଣ ୨ଲକ୍ଷ ଟଙ୍କା ରେ ନିର୍ମାଣ ହୋଇଥିବା ଜଣାପଡିଛି। ହେଲେ ସୁଚନା ଫଲକରେ ଏହି ନିର୍ମାଣ କାମ କେବେ ଆରମ୍ଭ ହୋଇଥିବା ବେଳେ କେବେ ଶେଷ ହୋଇଛି ତାହା ଉଲ୍ଲେଖ ନଥିବା ବେଲେ ଏହି ନିର୍ମାଣ କାମ ୧ମାସ ହେଉଥିବା ବେଳେ ନିମ୍ନମାନର କାମ ଯୋଗୁ କାନ୍ଥ ଫାଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି। ଏନେଇ ଖଇରପଦର ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଢକନ ଚଲାନ କୁ ପଚାରିବାରୁ ମୁଁ ସେହି କାମକୁ ଦେଖିବାକୁ ଯିବି ବୋଲି କଥାକୁ ଏଡାଇ ଦେଇଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

Post a Comment