ଖଡ଼ିଆଳ,(ପରମେଶ୍ବର ମେହେର) ଖଡ଼ିଆଳ ସ୍ଥିତ ସମଲେଶ୍ବରୀ ମନ୍ଦିର ଠାରେ ବୈଷୟିକ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇଯାଉଛି। ମୁଖ୍ୟଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଓ ଖଡ଼ିଆଳ ଏନଏସି ନଗରପାଳ ଉଜ୍ଜଳ ଗୁପ୍ତା, ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ, ଇଟିଏଣ୍ଡଟି କମ୍ପ୍ୟୁଟର ସେଣ୍ଟରର ଡାଇରେକ୍ଟର ସତୀଶ କୁମାର ପଣ୍ଡା, ଓକେସିଲ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ସାହୁ, ଅଧ୍ୟାପିକା ପ୍ରଣତୀ ପଣ୍ଡା ପ୍ରମୁଖ ଯୋଗଦାନ କରି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍ଵୀକୃତିପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବାକୁ ସଚେତନତା କରିଥଲେ। ଏହି ଅବସରରେ ତୁକଲାର ଉପେନ୍ଦ୍ର ପ୍ରଭାକର କଲେଜ ଓ ଖଡ଼ିଆଳ ମହିଳା ଡ଼ିଗ୍ରୀ କଲେଜରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Post a Comment