କଣ୍ଟାମାଳ:(ମନଧରକର୍ମୀ) ରୋଗ ଦୁଃଖରେ ସଡିସଡି କାହାର ଜୀବନ କେତେବେଳେ କେଉଁ ମୁଡ଼ ନିଏ ତାହାଜନାପଡେନାହି। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ର ସୌରିବେଙ୍ଗେସ ଗ୍ରାମର ଆଲୋକ କର୍ମୀ ଙ୍କ ଜୀବନରେ। ପ୍ରକାଶ ଯେ ସୌରୀବେଙ୍ଗେସ ଗ୍ରାମର ଜୟରାମ କର୍ମୀ ଓ ପୁଷ୍ପାଞ୍ଜଳି କର୍ମୀ ଏକମାତ୍ର ପୁଅ ଆଲୋକ ଗତ ୮ବର୍ଷହେଲା ମାଂସପେଶୀ ଅକ୍ଷମତା ଭଳି ରୋଗ ରେ ପୀଡ଼ିତ ହୋଇ ମାଟିରେ ପାଦ ଥାପି ପାରୁନଥିବା ଦେଖିବାକୁ ମିଳିଛି। ଯେଉଁ ବୟସରେ ସାଙ୍ଗ ସାଥୀ ଙ୍କ ମେଳରେ ଖେଳା ବୁଲା କରିବା ସହ ବହିପତ୍ର ଧରି ବିଦ୍ୟାଳୟ କୁ ପଡ଼ିଯିବାକଥା ସେସମୟ ରେସେ ଚାଲିବାର ଅକ୍ଷମତାର ଶିକାରହୋଇ ମା ବାପା ର ସାହାରା ନେଉଛି। ପରିବାର ର ଆର୍ଥିକ ଅବସ୍ଥା ନକହିଲେ ଭଲ ପୁଅର ଚିକିତ୍ସା ପାଇଁ ବାପା ମା ବଲାଙ୍ଗୀର ରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସର୍ବସ୍ବାନ୍ତ। ଡାକ୍ତର କହିବା ଅନୁସାରେ ବୟସ ବଢିବା ସହିତ ରୋଗର କ୍ଷମତା ବୃଦ୍ଧି ପାଇବ ବୋଲି ଡାକ୍ତର କହିବା ପରେ ପିତା ମାତା ଆଲୋକ କୁ ଘରକୁ ଆଣି ବର୍ତ୍ତମାନ ଘରେ ରଖିବାକୁ ବାଧ୍ୟ ହୋଇଛନ୍ତି। ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିବାରୁ ତାର ଚିକିତ୍ସା କେମିତି କରିବେ ବାପା ମା ଚିନ୍ତା ରେ । ଜିଲ୍ଲା ପ୍ରଶାସନ ଆଲୋକକୁ ମାଗଣା ଚିକିତ୍ସା ଯୋଗାଦେବା ସହ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Post a Comment