ଖଡ଼ିଆଳ ମୁକ୍ତାପୁରଠାରେ ଷୋହଳ ପ୍ରହରୀ ନାମଯଜ୍ଞ


ଖଡ଼ିଆଳ: (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ମୁକ୍ତାପୁର ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଆଠରିଖ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ । ପ୍ରହରୀ ନାମଯଜ୍ଞରେ ଶ୍ରୀଯୁକ୍ତ ଜଗମୋହନ କରୁଆଁ ଓ ତାଙ୍କ ଧର୍ମପତ୍ନୀ ବେସନବାଇ କରୁଆଁ ଯଂଜ୍ଞ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲା ଯାଦବ ସମାଜ ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ମଞ୍ଜରୀ ଥପାଉପସ୍ଥିତ ସହ ଧନଞ୍ଜୟ କରୁଆଁ, ପଦ୍ମନାଭ କରୁଆଁ, ଭୁବନେ ନିଆଲ, ପରୀକ୍ଷିତ ପୁଞ୍ଜି, ଲୋକନାଥ କରୁଆଁ, ହେମସାଗର କରୁଆଁ, ତୁଲାରାମ ହଂସ, ଉପିନ ହଂସ, ତଥା ମୁକ୍ତାପୁର ର ସମସ୍ତ ମାଭଉଣୀ ମାନେ ସହଯୋଗ କରୁଛନ୍ତି ।

Post a Comment

Previous Post Next Post