ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ରାଜପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ସମାନତା, ସୁରକ୍ଷା, ସାମ୍ବିଧାନି ବ୍ୟବସ୍ଥା ସାର୍ବଭୌମତ୍ୱ ପାଇଁ ନାରୀମାନେ ସଂଗ୍ରାମ କରିବା ପାଇଁ ଆଜିର ନାରୀ ଜାଗରଣ ସମାବେଶରେ ସମାଜର ବିଶିଷ୍ଟ ମହିଳା ନେତ୍ରୀମାନେ ସମାବେଶରେ ଯୋଗଦେଇ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି ଆଜିର ସମାବେଶ ସମାବେଶରେ ମମତା ସାହୁ ଅଧ୍ୟକ୍ଷତାକରିଥିବାବେଳେ ରାଜ୍ୟସ୍ତରୀୟ ମହିଳା ନେତ୍ରୀ ତାପସୀ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମମି ପଣ୍ଡା, ପୂର୍ବତନ ଆଧ୍ୟାପିକା ଇନ୍ଦୁମତୀ ଗିରି, ସରପଞ୍ଚ ମମତା ରାଣୀ ପରିଡ଼ା, ଗୀତା ରାଣୀ ଦେ, ମମତା ଦେ, ଚନ୍ଦ୍ରକାନ୍ତି ପରିଡ଼ା, ପୁଷ୍ପଲତା ପ୍ରଧାନ, ରେହେନା ବିବି ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ହକ ପାଇଁ ଏକତ୍ରୀତ ଭାବରେ ସଂଗ୍ରାମ କରିବା ପାଇଁ ମତ ରଖିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment