ଖଡ଼ିଆଳ,(ଆଜତକ୍ ଓଡ଼ିଶା) ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଞ୍ଚାୟତର ଝୋଳପଥର ଗ୍ରାମରେ ଜଣେ ତିନିମାସର ଶିଶୁକନ୍ୟାକୁ ଛାଡି ବାପା ମାଆ ଫେରାର ହେବା ଘଟଣା ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁଯାୟୀ ଖଡ଼ିଆଳ ବ୍ଲକ ଉପାଧ୍ୟାକ୍ଷ ଗୌତମ ତାଣ୍ଡି ଆଜି ସେହି ପରିବାର କୁ ଭେଟି ମାସକର ରାସନ ସାମଗ୍ରୀ ସହ ଶିଶୁକନ୍ୟା ପାଇଁ ପୋଷାକ, ଅମୁଲ, ବିସ୍କୁଟ, ମଶାରୀ, ଶିଶୁ ବିଛଣା ଆଦି ଯୋଗାଇ ଦେଇଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ଆଲ୍ହାଦିନି ବେହେରା ମଧ୍ୟ ପରିବାରକୁ ଗୋଟିଏ ମାସର ରାସନ ସାମଗ୍ରୀ ସହ ଝିଅକୁ ପାଞ୍ଚବର୍ଷ ହେବା ପର୍ଯ୍ୟନ୍ତ ସବୁପ୍ରକାର ସହଯୋଗ କରାଯିବ ବୋଲି ଉଭୟ ବ୍ଲକ ଉପା ଧ୍ୟକ୍ଷ ଓ ସରପଞ୍ଚ କହିଛନ୍ତି ।

Post a Comment