ଭବାନିପାଟଣା ୨୨/୩ (ଆଜତକ୍ ଓଡ଼ିଶା ବ୍ୟୁରୋ) ଗତ ୦୭ ନଭେମ୍ବର ୨୦୨୨ ରେ କାଙ୍କେରୀ ପଞ୍ଚାୟତ ଅଫିସ୍ ଠାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେଥିରେ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ତରଫରୁ ବିଭିନ୍ନ ସମସ୍ୟା କୁ ନେଇ ଅଭିଯୋଗ କରାଯାଇଥିଲା ଉପସ୍ଥିତ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ କିଛି ମଧ୍ୟ ସୁଫଳମିଳିନାହିଁ ସେ ମଧ୍ୟରୁ ପ୍ରଥମ ରେ ଗୋଲାଘର୍ ଠାରୁ ଘି ପଡ଼ା ପର୍ଯ୍ୟନ୍ତ ଡ୍ରେନେଜ୍ କୁ ନେଇ ଅଭିଯୋଗ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରଶାସନ ର କିଛି ଖବର ନାହିଁ । ବର୍ତ୍ତମାନ ର ଗ୍ରୀଷ୍ମ କାଳୀନ ବର୍ଷା ରେ ରାସ୍ତା ରେ ଚାଲି ହେଉନି ପାଣି ଜମିବା ସହ ଯିବା ଆସିବା ରେ ବହୁତ୍ ଅସୁବିଧା ହେଉଛି ଯଦି ଗ୍ରୀଷ୍ମ କାଳୀନ ବର୍ଷା ରେ ଏ ପରି ଅବସ୍ଥା ତାହେଲେ ବର୍ଷା ଦିନ କେତେ ଯେ ଅବସ୍ଥା ହେବ ତାହା କହିହବନି ଏଣୁ ଅତିଶିଘ୍ର ଡ୍ରେନେଜ ର ବ୍ୟବସ୍ଥା କରିବାକୁ ଗାଁ ବାସୀ ତଥା ଯୁବକ ସଂଘ ଦାବୀ କରିଛନ୍ତି ତା ସହିତ ସମସ୍ୟା ର ସମାଧାନ ନ ହେଲେ ରାସ୍ତା ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment