ଖପ୍ରାଖୋଲ ଥାନା ଓଆଇସି ରମାକାନ୍ତ ସାହୁ ଡିଜିପି ପୁରସ୍କାର ପାଇଁ ମନୋନୀତ


ଖପ୍ରାଖୋଲ :୩୧/୩ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଆଇସି ରମାକାନ୍ତ ସାହୁ ଡିଜିପି ପୋଲିସ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏପ୍ରିଲ ୧ତାରିଖ ଦିନ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ତାଙ୍କୁ ଏହି ସମ୍ମାନ ଜନକ ପୋଲିସ ପଦକ ପ୍ରଦାନ କରାଯିବ ବୋଲି ଜଣା ପଡିଛି । ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ଶୃଙ୍ଖଳିତ ଓ ଦକ୍ଷ ପୋଲିସ ଅଫିସର ଭାବରେ ତାଙ୍କୁ ଏହି ପୋଲିସ ପଦକ ମିଳୁଥିବା ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Post a Comment

Previous Post Next Post