କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଦିନ ସକାଳେ କଣ୍ଟାବାଞ୍ଜି ରେ ରାମ ନବମୀ ର ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା,, ଉଭୟ ପୁରୁଷ ମହିଳା ଙ୍କ ଭକ୍ତ ଙ୍କ ସମାଗମ ରେ ରା଼ମ ମୟ ହୋଇ ଯାଇଥିଲା ସମଗ୍ର ଅଂଚଳ। ବିଭିନ୍ନ ଅନୁଷ୍ଠାନ ଓ ରାମ ଭକ୍ତ ମାନେ ରେଲି ରେ ଥିବା ଲୋକଙ୍କୁ ପ୍ରସାଦ ଓ ପିଇବା ପାଣି ବଣ୍ଟନ କରି ଥିଲେ : କଣ୍ଟାବାଞ୍ଜି ଫ୍ରେଣ୍ଡ୍ସ କ୍ଲବ ର ସଭାପତି ବିଜୟ କୁମ୍ଭାର ଙ୍କ ନେତ୍ତୁତ୍ୱ ରେ ଭକ୍ତ ମାନଙ୍କୁ ପ୍ରସାଦ ସହ ପିଇବା ପାଣି ଯୋଗାଇ ଥିଲେ,, ଏହି ଅବସର ରେ କ୍ଲବ ର ସଦସ୍ୟ ଶ୍ରୀ ସୁବାସ ଭୋଇ, ସନ୍ତୋଷ ବୁଡ଼େକ, ବିଜୟ କୁମ୍ଭାର ,ଅଭୟ ନାୟକ,ସୁଭାଷ ଭୋଇ,ମନୋଜ ଚଣ୍ଡୀ,ଗୋଲଡି ମଜଖଣ୍ଡ , ଜୟଦେବ ସୁନା , ସ୍ୱାଗତ ଝଙ୍କର,ଅଲୋକ ଛତ୍ରିଆ ,ଅରୁଣ ପୁଞ୍ଜି,ଶିବରାମ ସିପକା,ବୁନା ବାରିକ,ଦୀପକ ପଟେଲ,ନାଗେ ଦୀପ, ସୁବୁ ଭୋଇ,ପ୍ରମୁଖ ଉପସ୍ଥିତ ଥିଲେ।

Post a Comment