ଜଳେଶ୍ବର ୨୯/୪ (ଜଗନ୍ନାଥ ଗୋଛାୟତ) ମଦ୍ଯପ ସ୍ବାମୀ ର ଉନ୍ମକ୍ତ କାଣ୍ତ , ପାରିବାରିକ ବିବାଦ କୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ , ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା , ଗତକାଲି ରାତି ରେ ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଙ୍କ ମଧ୍ଯ ରେ କୌଣସି କଥା କୁ ନେଇ ପାଟିତୁଣ୍ତ ହୋଇ ଥିଲା , ଏହା ପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତା ଙ୍କୁ ଠେଙ୍ଗା ରେ ନିସ୍ତୁକ ପିଟି ଥିଲେ , ଏହା ପରେ ଘଟଣା ସ୍ଥଳରେ ମଞ୍ଜୁଲତା ଙ୍କ ମୃତ୍ଯୁ ହୋଇ ଯାଇଥିଲା , ପାଟିତୁଣ୍ତ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗା ମୁର୍ମୁ ଙ୍କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ , ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗା ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Post a Comment