ଭୋଗରାଇ ୨୯/୦୩ (ଚିନ୍ମୟ କୁମାର ଦାସ) ବାଲେଶ୍ଵର ଜିଲ୍ଲା ଭୋଗରାଇ କମର୍ଦା ଥାନ ଅନ୍ତର୍ଗତ ବାଉଁଶଡିହା ଗ୍ରାମର ଡଃ ହେମନ୍ତ ମହାନ୍ତି ଙ୍କ ଆଜି ଭୋର ସମୟରେ ଭୁବନେଶ୍ଵର ଏମ୍ସ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ ଘଟିଛି। ମୃତୁ ବେଳକୁ ତାଙ୍କ ର ବୟସ ୮୧ ବର୍ଷ ହୋଇଥିଲା। ସେ ଭୋଗରାଇ ର ସାହିତ୍ୟିକ, ସୁ ଲେଖକ, ଓ ବାଉଁଶଡିହା ଗୁରୁଜନ କଲ୍ୟାଣ ପରିଷଦର ସଂପାଦକ ମଧ୍ଯ ଥିଲେ। ସେ ଲୋକଙ୍କ ପରଉପକାରୀ ମଧ୍ଯ ଥିଲେ। ତାଙ୍କ ମୃତ ଶରୀର କୁ ବାଉଁଶଡିହା, ଉଲାଡି ଗ୍ରାମ ପରିକ୍ରମା କରି ବାଉଁଶଡିହା ଶମ୍ଶାନ ରେ ଅନ୍ତିମ ଶେଷକୃତ କରାଯାଇଥିଲା। ତାଙ୍କର ଏକ ମାତ୍ର ପୁଅ ଆଶିଷ ମହାନ୍ତି ମୂଖାଗ୍ନୀ ଦେଇଥିଲେ।ତାଙ୍କର ମୃତ ନେଇ ବାଉଁଶଡିହା ବଜାର, ମହାଗବଛକ ବଜାର ର ଦୋକାନ ବନ୍ଦ ରହିଥିଲା। ତାଙ୍କ ମୃତଦେହ ଶହଶହ ଲୋକେ ଦର୍ଶନ କରିବା ସହିତ ଅଞ୍ଚଳରେ ଶକାକୂଳ ପରିବେଷ ସୃଷ୍ଟି ହୋଇଥିଲା।

Post a Comment