ହରଭଙ୍ଗା ୧୦/୨ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଶୁକ୍ରବାର ଦିନ ବ୍ଲକ ସଭାଗୃହ ଠାରେ ତୃତୀୟ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, କନ୍ଧମାଳ ଲୋକସଭା ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ବୌଦ୍ଧ ବିଧାୟକ ପ୍ରତିନିଧି ସୀତାଂଶୁ ମହାକୁଡ଼, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଏବଂ ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ,ପ୍ରମୁଖ ବୈଠକ ରେ ମଞ୍ଚସିନ ଥିବା ବେଳେ ବିଡ଼ିଓ ଉକ୍ତ ସାଧାରଣ ବୈଠକ କୁ ପରିଚାଳନା କରିଥିଲେ । ବୈଠକରେ ବ୍ଲକ ର ପଡ଼ିଥିବା ବିଭିନ୍ନ ଉନୟନ କାର୍ଯ୍ୟ ର ତୁରନ୍ତ ତ୍ୱରାନ୍ୱିତ ଏବଂ ପାନୀୟ ଜଳ, ଭତ୍ତା, ଜୀବିକା ମିଶନ, ଭଳି ବ୍ଲକ ର ବିଭିନ୍ନ ଯୋଜନା ଗୁଡିକ ଉପରେ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକ ରେ ବ୍ଲକ ଜିପିଓ, ଡବ୍ଲୁଇଓ, ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

Post a Comment