ବେଲପଡା :୧୧/୨ (ଗଣେଶ ଦାସ ) ଗମ୍ଭାରିରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ଏବଂ ଗ୍ରାମରେ ଥିବା ବିଦ୍ୟାଳୟକୁ ଯାୟୀ ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସଚେତନତା କରିବା ସହିତ ଔଷଧ ଖୁଆଇବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି । ୨ ବର୍ଷରୁ ଉର୍ଦ୍ଧ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଔଷଧ ଖାଇପାରିବେ । କେବଳ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅଧିକଦିନ ଧରି ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ କରି ପାରିବେ । କାର୍ଯ୍ୟକ୍ରମରେ ଆଶାକର୍ମୀ ସନ୍ତୋଷିନୀ ବିଶ୍ୱାଳ,ଇନ୍ଦିରା ଦାସ, ଏବଂ ଅଙ୍ଗନୱାଡି କର୍ମୀ ଜୟନ୍ତି ବିଶି, ସାବିତ୍ରୀ ସା ପ୍ରମୁଖ ସାମିଲ ଅଛନ୍ତି ।

Post a Comment