ସିନାପାଲି; (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ତରଫରୁ ସିନାପାଲି ଠାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିବା ବେଲେ ମୁଖ୍ଯ ବକ୍ତା ଭାବେ ଡିଏଫଓ ଶୁଶିଲ କୁମାର ତ୍ରିପାଠୀ , ସମ୍ମାନିତ ଅତିଥି ଭାବେ ଏସିଏଫ ଖଡିଆଳ ପ୍ରଭାକର ମଲ୍ଲିକ, ସିନାପାଲି ତହସିଲଦାର ଉପାଞ୍ଜଲି ମାଝି, ସିନାପାଲି ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମିନା ଘିଭେଲା,ସମିତି ସଂଘ ସଭାପତି ମନିଶ କୁମାର ପଟେଲ କେନ୍ଦୁଲିପ ACF ଖଡ଼ିଆଳ , ଘଣ୍ଟିଗୁଡା ସରପଂଚ ତଥା ସରପଂଚ ସଂଘ ସଭାପତି ଖୁଟୁରାମ ସୁନାନୀ, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଆଶା ଜୈନ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ମଞ୍ଚାସିନ ହୋଇଥିବା ଅତିଥି ବ୍ରୁନ୍ଧ ଙ୍କୁ ସ୍ୱାଗତ ଫରେଷ୍ଟର ମହାଦେବ ବନ୍ଦିଚୋର କରିଥିବା ବେଲେ ଫୋଲତୋଡା ଦେଇ ସ୍ୱାଗତ କରିଥିଲେ। ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତା ସଭା ପରିଚାଲନା କରିଥିଲେ। ଅତିଥି ମାନେ ପ୍ରଥମେ ମାଁ ଦୁର୍ଗାଙ୍କ ଫଟୋଚିତ୍ର ରେ ମାଳ୍ୟାପଣ ଅର୍ପଣ କରି ଦିପପ୍ରଜଲିତ କରିଥିବା ବେଲେ ସ୍ୱାଗତ ସଚେତନ ଗୀତ ଗୋପାଳ ଭୋଇ ଗାନ କରିଥିଲେ। ଫରେଷ୍ଟର ଶ୍ରୀ ବନ୍ଦିଚୋର ୬ଟି ସେକ୍ସନ ର ୩୦ ଟି ବିଟ୍ ର ବିବରଣୀ ପ୍ରଦାନ କରିଥିବା ବେଲେ ନିଆଁ ପାଇଁ ସଚେତନତା ପ୍ରକାଶ କରିଥିଲେ। ମଞ୍ଚାସିନ ଅତିଥି ମାନେ ଜଙ୍ଗଲ ରେ ଯେଭଳି ନିଆଁ ନଲାଗିବ ସେନେଇ ଅନେକ ସଚେତନତା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କେନ୍ଦୁଲିପ୍ ରେଞ୍ଜର ସନ୍ତୋଷ ସୁନାନୀ, ସରପଂଚ ବିରଞ୍ଚି ଜଗତ, ଦଣ୍ତସେନା, ବୈକୁଣ୍ଠ ଦଣ୍ତସେନା, ଉଦିତ ପ୍ରତାପ ସିଂ ଜୌତି, ପ୍ରସନ୍ନ ମାଝି, ଅମିତ ଜୈନ ସମେତ ଫରେଷ୍ଟର ଖଗେଶ୍ୱର ମାଝି ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଫରେଷ୍ଟର ରଂଜନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Post a Comment