ଧର୍ମଗଡ ୧୩/୨, (ପ୍ରଦିପ ସେଠିଆ)- ସାମ୍ୱାଦିକ ଜ୍ୟୋତି ରଞ୍ଜନ ବେମାଲଙ୍କ ପିତା ନନ୍ଦି କିଶୋର ବେମାଲ (୬୦) ପରଲୋକ ଘଟିଛି। ରବିବାର ଦିନ ନିଜ ଗାଁ ବେହେରା ଗୁଡ଼ ଠାରେ ତାଙ୍କର ପରଲୋକ ହୋଇଛି। ସେ ଜଣେ ପର ଉପକାରି,ସମାଜ ସେବି ଓ ମିଷ୍ଟଭାସି ରହିଥିଲେ। ପୁର୍ବ ରୁ ସେ ଡାଇବେଟିସ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ତେବେ ସେ ହଟାତ ରବିବାର ଦିନ ଅଚେତ୍ ହୋଇ ପଡିଥିବା ବେଳେ ଦିନ ୧୧ ଟା ରେ ତାଙ୍କ ପ୍ରାଣ ଚାଲି ଯାଇଥିଲା । ତାଙ୍କ ସୁପୁତ୍ର ସାମ୍ୱାଦିକ ଜ୍ୟୋତି ରଞ୍ଜନ ମୁଖାଗ୍ନି ଦେଇଥିଲେ।ଦଣ୍ଡ ପାଟ ଅଞ୍ଚଳ ସାମ୍ବାଦିକ ସଂଘ ଓ ସାମ୍ବାଦିକଙ୍କ ପିତୃଙ୍କ ମୂତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Post a Comment