ବାଇକ୍ କୁ ପିଟିଲା ଟ୍ରକ୍, ଘଟଣା ସ୍ଥଳରେ ବାଇକ୍ ଆରୋହୀ ଙ୍କ ମୃତ


ନୂଆପଡା ୧୫/୦୨ (ରିଖିରାମ ଦଳ) କୋମନା ଥାନା ଘୋଟସର ସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ କୁ ପିଟିଲା ଟ୍ରକ୍, ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ବାଇକ୍ ଆରୋହୀ ବୋଡ଼େନ ଥାନା କର୍ଲାକୋଟ ଗ୍ରାମପଞ୍ଚାୟତ କିରେକେଲା ଗ୍ରାମ ର ଟଙ୍କଧର ମାଝୀ (୩୦)ବୋଲି ଜଣାପଡ଼ିଛି।। ଘଟଣା ସ୍ଥଳରେ କୋମନା ପୋଲିସ୍ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।



Post a Comment

Previous Post Next Post