ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଘାଟିଜାମପାଲି ନିକଟ ଉମାବୀଷ୍ଠୁ ରାଇସମିଲ ଠାରେ ଏକ ମର୍ମଦୁନ୍ତ ସଡ଼କ ଦୁ୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଚେରୁପାଲି ଗାଁ ର ଜୟଦେବ ଭୋଇ ବୋଲି ଜଣା ପଡ଼ିଛି । ଜୟଦେବ କୌଣସି କାମରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଦଳି ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବିନିକା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Post a Comment