ଭବାନୀପାଟଣା: କଳାହାଣ୍ଡି ୧୪/୨ (ଶ୍ୟାମସୁନ୍ଦର ମାଝୀ)(କୋକସରା)ସାମ୍ବାଦିକ ମାନେ ଆଜି ପର୍ଯ୍ୟନ୍ତ ବି ସୁରକ୍ଷିତ ନାହାନ୍ତି । କେଉଁଠି ପୋଲିସ ର ଆକ୍ରୋଶରେ ଶିକାର ହେବାକୁ ପଡୁଛି ତ ଆଉ କେଉଁଠି ଗୁଣ୍ଡାଗର୍ଦି ର ଶିକାର ହେବାକୁ ପଡୁଛି ଏମିତି ଅନେକ ସମସ୍ୟା ହେଇ ଆସୁଛି । କିନ୍ତୁ ଆଜି ଯାଏ ବି ସାମ୍ବାଦିକ ମାନେ ସୁରକ୍ଷିତ ନାହାନ୍ତି । ସାମ୍ବାଦିକ ମାନେ ଦିନ ନା ରାତି ସବୁ ସମୟକୁ ଏକକରି ନିଜର କାର୍ଯ୍ୟକରି ଚାଲିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଗୋଟିଏ ନିର୍ବାହୀ ଅଧିକାରୀ ଜଣେ କାର୍ଯ୍ୟରତ ସାମ୍ବାଦିକ ସମାଜ ଖବର କାଗଜ ଲଡ଼ୁଗାଁ ପ୍ରତିନିଧି ଶ୍ରୀ କିଶାନ କୁମାର ପଟ୍ଟନାୟକ ଙ୍କୁ ମଦ୍ୟପାନ କରି ଆକ୍ରମଣ କରିଛନ୍ତି l ବରାଡ଼ଙ୍ଗା ପଞ୍ଚାୟତରେ ସୋମବାର ଆୟୋଜିତ ଏକ ଜନଶୁଣାଣି ଶିବିର ର ଖବର ସଂଗ୍ରହ କରିବାକୁ ଯାଇଥିଲେ । ସାମ୍ବାଦିକ ବାଇଟ ଦିଅନ୍ତୁ ବୋଲି କହିବାରୁ ରାଗିଯାଇ ସାମ୍ବାଦିକ କୁ ଆକ୍ରମଣ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟର ପଛପଟେ ଏକାଧିକ ମଦ ବୋତଲ ଦେଖିବାକୁ ମିଳିଥିଲା । ପୂର୍ବରୁ ସେ ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ ରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିବାବେଳେ ଇନ୍ଦିରାବାସ ନାଁରେ ଜଣକର ଠାରୁ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁକରିଥିଲା । ଏ ସାମ୍ବାଦିକ ଆକ୍ରମଣ କୁ ନେଇ ଥାନାରେ ମାମଲା ହୋଇଛି । ପୋଲିସ ତଦନ୍ତ କରି ଦୋଷୀକୁ ଗିରବ ନ କଲେ ସାମ୍ବାଦିକ ସଙ୍ଘ ଆନ୍ଦୋଲନ କରିବା ପାଇଁ ନିଷ୍ପତି ନେବ ବୋଲି ପ୍ରକାଶ କରାଯାଉଛି ।

Post a Comment