ଭବାନୀପାଟଣା : ୧୨/୨ (ଶ୍ୟାମସୁନ୍ଦର ମାଝୀ) ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଗତକାଲି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ର ମା ଡୁମେର ମୁଡେନ ଯୁବକ ସଂଘ କୁ ,ଜିଲ୍ଲାର ଶ୍ରେଷ୍ଠ ଯୁବ ଅନୁଷ୍ଠାନ ଭାବେ ପୁରସ୍କୃତ କରିବା ସହ ୨୫୦୦୦/- ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାଏକ, ଶ୍ରୀ ରମେଶ କୁମାର ପାଢ଼ୀ ଜିଲ୍ଲା କ୍ରୀଡା ଅଧିକାରୀ,ଶ୍ରୀ ସତ୍ୟନାରାୟଣ ମୁଣ୍ଡଛୀନା ମାଣିଙ୍କେଶ୍ୱରୀ ମହାବିଦ୍ୟାଳୟ ପ୍ରିନ୍ସିପାଲ ଥୁଆମୂଳ ରାମପୁର,ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ପ୍ରିନ୍ସିପାଲ,ମେଜର ଡକ୍ଟର ଜୟଦେବ ସାହୁ ଅଧ୍ୟାପକ କଳାହାଣ୍ଡି ୟୁନିଭେର୍ସିଟି,ଶ୍ରୀ ଆଶିଷ କୁମାର ଠାକୁର ଜିଲ୍ଲା ଯୁବ ଅଧିକାରୀ, ନୂଆପଡା, ଶ୍ରୀ ପ୍ରସନ୍ନ ମେହେର ଜିଲ୍ଲା ଯୁବ ଅଧିକାରୀ, କଳାହାଣ୍ଡି,ପ୍ରତାପଚନ୍ଦ୍ର ଦାସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏନଏସଏସ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଥିବା ଲୋକଙ୍କୁ ଅଭିଭାଷଣ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଯୁବକ ସଂଘ ର ସଭାପତି ମହେଶ୍ୱର ସୁନାନୀ,ଉପ ସଭାପତି ଛବିଲାଲ ଜଗତ,ସହ ସମ୍ପାଦକ ଚିନ୍ମୟ ବାଗ,କୋଷାଧ୍ୟକ୍ଷ ପିତାମ୍ବର ବାଗ,ସାଂସ୍କୃତିକ ସମ୍ପାଦକ ହିତେସ ଜଗତ,ପ୍ରୋଜେକ୍ଟ୍ ଡାଇରେକ୍ଟର୍ ମଣ୍ଟୁ ବାଗ,ସହ ପ୍ରୋଜେକ୍ଟ୍ ଡାଇରେକ୍ଟର୍ ହରିଲାଲ ଜଗତ ଏବଂ ଅନ୍ୟତମ ସଦସ୍ୟ ଗୋପାଲ ଜଗତ,ସୁବନ ସୁନାନୀ,ଲୋକନାଥ ସୁନାନୀ,ଜୟନ୍ତ ଧଙ୍ଗଡାମାଝୀ,ଗୋବିନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

Post a Comment