ନୂଆପଡା,(ରିଖିରାମ ଦଳ) ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଦରଗାଁ ଖେଳ ପଡ଼ିଆ ଠାରେ ଆଯୋଜିତ ହେଉଥିଲା ୧-ହାଇ ଜମ୍ପ ୨-ଲମ୍ଫ ଜମ୍ପ ୩-ଶର୍ଟଫୁଟ ଗ୍ରୁପ୍ ଇଭେଣ୍ଟ ୪-ଟର ଅଫ୍ ଯୁଦ୍ଧ ୫-କବାଡି କ୍ରୀଡ଼ାବିତ. ମାନେ ସିନାପାଲି ବ୍ଲକ ବୋଡେ଼ନ ବ୍ଲକ କଲେଜ ଛାତ୍ର ଯୁବକ ଏହି ଖେଳ ରେ ଅଂଶ ଗ୍ରହଣ କରିଥିଲେ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଙ୍ଗଳ ସିଂ ଦଳ କର୍ଲାକୋଟ ସରପଞ୍ଚ ସମ୍ମାନିତ ଅତିଥି ପ୍ରମୋଦଚନ୍ଦ୍ର ଗୁଆଳ, ହରିହର ବେହେରା, ତୁଲାରାମ ଦୁରିଆ, ମହେଶ୍ୱର ଜାନି, ବଂଶୀଧର ଦଳ, କଷ୍ୟପ ଜଗତ, ବିଶ୍ୱନାଥ, ଆନାଶ, ଭିପିସିଂ ଜାନି, ଜୟଚନ୍ଦ୍ର ଜାନି ପଣ୍ଡିତ ଜବାହାରଲାଲ ନେହୁରୁ ସ୍ପୋର୍ଟ୍ସ କ୍ଳବ ଦରଗାଁ ସଭାପତି ବ୍ରଜରାଜ ଜାନି ସଂପାଦକ ଭିପିସିଂ ଭୋଇ ଉପସଭାପତି ସଞ୍ଜୟ ଜାନି ଉପଦେଷ୍ଟା ଭିପିନ ଜାନି କଲାସଂସ୍କୃତ ସଂପାଦକ ସୁଶୀଲ ଭୋଇ, ପତିରାମ, ରବି, ଅଜିତ, ଝସକେତନ, ଲଳିତ, ହରିବନ୍ଧୁ, ଖେଳପରିଚାଳନା କରିଥିଲେ ଶ୍ରୀମାନ ଦିଲ୍ଲୀପ କୁମାର ଦାସ ଓ ହୃଷିକେଶ ନାଏକ, ବୋଡେ଼ନ ବ୍ଲକ ସ୍ବେଚ୍ଛାସେବୀ ଅଞ୍ଜଳି ଶବର, ଭଞ୍ଜକିଶୋର ନାଏକ ୧-ଶର୍ଟଫୁଟ ଖେଳ ରେ ପ୍ରଥମ ସ୍ଥାନ ନରେଶ ଜଗତ ଦ୍ୱତୀୟ ସ୍ଥାନ ଡ଼ମ୍ବରୁଧର ମେହେର ତୃତୀୟ ସ୍ଥାନ ହୃଷିକେଶ କରୁଆଁ ୨-ଲମ୍ଫ ଜମ୍ପ ପ୍ରଥମ ସ୍ଥାନ ନରେଶ ଜଗତ ଦୃତୀୟ ସ୍ଥାନ ଦେବସିଂ ଦଳ ତୃତୀୟ ସ୍ଥାନ କ୍ଷିରମୋହନ ନାଏକ ହାଇ ଜମ୍ପ ପ୍ରଥମ ସ୍ଥାନ ନରେଶ ଜଗତ ଦୃତୀୟ ସ୍ଥାନ ଦୀପକ ସୋରି ତୃତୀୟ ସ୍ଥାନ ଦେବସିଂ ଦଳ ୩-କବାଡି ପ୍ରଥମ ସ୍ଥାନ P.J. N. S.C ଦରଗାଁ ଦୃତୀୟ ସ୍ଥାନ ଆଦର୍ଶ ସିନାପାଲି 4-ଟର ଅଫ୍ ଯୁଦ୍ଧ ପ୍ରଥମ ସ୍ଥାନ PJNSC. ଦରଗାଁ ଦୃତୀୟ ସ୍ଥାନ ଆଦର୍ଶ ସିନାପାଲି ନେହୁରୁ ଯୁବ କେନ୍ଦ୍ର ସଙ୍ଗ ତରଫରୁ ଓ ଆଯୋଜନ କ୍ଳବ ପଣ୍ଡିତ ଜବାହାରଲାଲ ହେହେରୁ ସ୍ପୋର୍ଟ୍ସ କ୍ଳବ ଦରଗାଁ କ୍ରୀଡ଼ାବିତ ମାନଙ୍କୁ ମାନପତ୍ର, ଟ୍ରଫି ଦେଇଥିଲେ ଆଗାମୀ ଦିନ ରେ କ୍ରୀଡ଼ାବିତ ମାନେ ଜିଲ୍ଲା ସ୍ତରୀୟ କ୍ରୀଡ଼ାବିତ ରେ ଅଂଶଗ୍ରହଣ କରିପାରିବେ ବୋଲି ବ୍ଲକ ର ଭୋଲେଟାରି ଅଞ୍ଜଳି ଶବର କହିଛନ୍ତି,ଆୟୋଜକ ତରଫରୁ ଅନୁଷ୍ଠିତ ଛାତ୍ର ଯୁବକ ମାନେ ଆସିଥିଲେ ଓ ପ୍ରତିଯୋଗୀ ରେ ଭାଗ ନେଇ ଥିଲେ ଛାତ୍ର ଯୁବକ ଓ କ୍ରୀଡ଼ାବିତ ଖେଳପ୍ରେମୀ ଉପଭୋଗ ନେଇଥିଲେ ।

Post a Comment