ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ କୁ ଅତି ସୁନ୍ଧର ରାତ୍ରୀ ଅଲୋକ ବ୍ୟବସ୍ଥା ନେଇ ବିଧାୟକ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ରେ ବ୍ୟୟ ବରାଦ ହୋଇ ୪ ଗୋଟି ୧୦୦ ଫୁଟ ରୁ ଉର୍ଦ୍ଧ ବିଦ୍ୟୁତ ହାଇମାକ୍ସ ଖୁଣ୍ଟରେ ୮୦ ଗୋଟି ହାଇମାସ୍କ ଲାଇଟ ଲୋକାର୍ପିତ ହେବ। ଏହି ହାଇମାକ୍ସ ଲାଇଟ ନିର୍ମାଣ କାର୍ଯ୍ୟକୁ ଆଜି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଗସ୍ତ କରି ନିର୍ମାଣ କାର୍ଯ୍ୟକୁ ଷ୍ଟାଡିୟମ ମାସ୍କ ଲାଇଟ ବ୍ୟବସ୍ଥା ନେଇ ପ୍ରତ୍ୟେକ୍ଷ ଭାବରେ ତତ୍ବବଧାନ କରିଛନ୍ତି। ଆସନ୍ତା କାଲି ଲାଇଟ ଲୋକାର୍ପିତ ହେବା ନେଇ ବିଧାୟକ ପ୍ରକାଶ କରିଛନ୍ତି।କୌଣସି କାର୍ଯ୍ୟକ୍ରମ ରେ ଲାଇଟ ର ବ୍ୟବହାର କରିବା ସହ ଅନ୍ୟ ଦିନରେ ଲାଇଟ ବନ୍ଦ ରହି ଗୋଟି ଖୁଣ୍ଟରେ ୨ ଗୋଟି ଲାଇଟ ଜଳିବା ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି। ଏହି ସବୁ ଜନତାଙ୍କ ଅର୍ଥ ତାର ସଦ ବିନିଯୋଗ ପାଇଁ ଆଵଶ୍ୟକତା ଦୃଷ୍ଟିରେ ରଖି ନିର୍ମାଣ କରାଯାଉଅଛି ବୋଲି ମତବ୍ୟକ୍ତ କରିଥିଲେ। ଖୁବ ଶୀଘ୍ର ଆଉ ଦୁଇ ଗୋଟି ହାଇମାକ୍ସ ଖୁଣ୍ଟ ଲଗାଇ ଲାଇଟ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।ନଗରପାଳ ଉଜ୍ଜଳ ଗୁପ୍ତା ସଚେତନ ନାଗରିକ ଯୋଗ ଦେଇଥିଲେ।

Post a Comment