ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଆମ୍ବେଦକର ଯୁବ ପରିଷଦ ଆନୁକୂଲ୍ୟରେ ହରଭଙ୍ଗା ଖେଳ ପଡ଼ିଆରେ ଚାଲିଥିବା ବାବା ଆମ୍ବେଦକର ମେମୋରିଆଲ ଚାଲେଞ୍ଜ କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ୮ ତାରିଖ ରୁ ଆରମ୍ଭ ହୋଇ ଶନିବାର ୧୪ ତାରିଖରେ ଶେଷ ହୋଇଛି।ଏଥିରେ ସାଇ ସ୍ପୋଟିଙ୍ଗ ଫୁଲବାଣୀ ଚମ୍ପିୟାନ ଓକନ୍ଧପଡା(ଅନୁଗୋଳ )ରନର୍ସଅପ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାଇ ସ୍ପୋର୍ଟିଙ୍ଗ୍ ଫୁଲବାଣୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍ କରିଥିଲେ ଜବାବରେ କନ୍ଧପଡା (ଅନୁଗୁଳ)ଦଳ ୧୯.୪ ଓଭରରେ ୧୩୬ ରନ୍ ରେ ସମସ୍ତ ଉଇକେଟ୍ ହରାଇ ଉପ ବିଜେତା ଦଳ ରୂପେ ପୁରସ୍କୃତ ହୋଇଥିଲେ । ଏହି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ପଂଚାୟତ ସରପଞ୍ଚ ଶକୁନ୍ତଳା ବେହେରା, ହରଭଙ୍ଗା ପଂଚାୟତ ସମିତି ସଭ୍ୟ ଚିତ୍ତ ରଞ୍ଜନ ସେଠି, କୁସଙ୍ଗ ପଂଚାୟତ ସମିତି ସଭ୍ୟ କାଁହୁଚରଣ ନାଥ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଚମ୍ପିୟାନ ଦଳ କୁ ୧୫୦୦୦ ଓ ରନର୍ସଅପ ଦଳ କୁ ୧୦୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ବିଜେତା କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରତିଯୋଗିତା କୁ ଆମ୍ବେଦକର ଯୁବ ପରିଷଦ ର ସଭାପତି ବିକାଶ ବେହେରା, ସମ୍ପାଦକ ସମ୍ବାରୁ ନାୟକ, ମୁଖ୍ୟ କର୍ମକର୍ତା ମାନ ଭଂଜନ ନାୟକ ଏବଂ କ୍ଲବ୍ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Post a Comment