ବୌଦ୍ଧ (ସୁଶାନ୍ତ କୁମାର ବେହେରା).ହରଭଗାଂ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅନ୍ତର୍ଗତ ମଥୁରା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେଳାକଟା ର ବାର୍ଷିକ କ୍ରିଡା ୨୦୨୨ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁଃଖୁ ଗାଇଗୌରିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମଥୁରା ପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର କହଁର ଉପସ୍ଥିତ ଥିବାବେଳେ ସମ୍ମାନୀୟ ଅତିଥି ଭାଵେ ଶଦାଶିବ ପାତ୍ର ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ବିଦାୟ ବନ୍ଧୁ ପୁରୋହିତ ବାର୍ଷିକ କ୍ରିଡା କୁ ସୁଚାରୁରୂପେ ପରିଚାଳନା କରିଥିଲେ। ବାର୍ଷିକ କ୍ରିଡା ସଭାକୁ ଶିକ୍ଷକ ତ୍ରିନାଥ ରାଉଳ ପରିଚାଳନା କରିଥିଲେ। ଶିକ୍ଷକ ଶେଷଦେବ ଗାଇଗୌରିଆ, ଆନନ୍ଦ ଚନ୍ଦ୍ର ପ୍ରଧାନ, ପ୍ରଭୂଲାଲ ପ୍ରଧାନ, ଗୋବର୍ଦ୍ଧନ ଗ୍ରନ୍ଥ, ଅଭିମନ୍ୟୁ ଜେନା ଉପସ୍ଥିତ ଥିଲେ ଏବଂ ସ୍କୁଲ୍ ର ପିଓନ ମହାଦେବ ପ୍ରଧାନ, ଧୃବ ଦେହୁରୀ ଏବଂ ରଞ୍ଜନ ନାଏକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କ୍ରୀଡାରେ ୧୦୦ଓ ୨୦୦ମିଟର ଦୌଡ଼, ହାଇ ଜମ୍ପ,ଲଙ୍ଗ ଜମ୍ପ, ଜାବିଲିଙ୍ଗ ଇଦ୍ୟାଦି ପ୍ରତିଯୋଗିତା ହୋଇଥିଲା!କ୍ରୀଡା ସମାପ୍ତ ପରେ ବିଜେତା ଛାତ୍ର ଛାତ୍ରୀକୁଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା

Post a Comment