ସୁବର୍ଣ୍ଣପୁର (ଗଣପତିବାଘ) ବିଶ୍ୱ ଶାନ୍ତିପାଇଁ ସଚେତନତାର ବାର୍ତ୍ତାଦେବା ପାଇଁ ମୋଟରସାଇକେଲରେ ବାହାରିଲେ ଯୁବକ । ସୋନପୁର ସହରରୁ ସୁଦୁର ସିକିମକୁ ରାଜ୍ୟକୁ ବାହାରିଛନ୍ତି ଯୁବକ ଜଣକ । ପାଖାପାଖି ୩ ହଜାର କି.ମି ସେ ମୋଟରସାଇକେଲରେ ଯିବାସହ ରାସ୍ତାରେ ସମସ୍ତଙ୍କୁ ବିଶ୍ୱଶାନ୍ତିର ବାର୍ତ୍ତା ଦେବେବୋଲି କହିଛନ୍ତି । ସୋନପୁର ସହର ର ଅଭିଲାଶ ସାହୁ ପ୍ରତ୍ୟେକ ବର୍ଷ ବିଭିନ୍ନ ସ୍ଥାନକୁ ବିଭିନ୍ନ ବାର୍ତ୍ତାନେଇ ଯାତ୍ରା କରୁଥିବାବେଳେ ଚଳିତବର୍ଷ ସିକିମି ରାଜ୍ୟକୁ ଯାତ୍ରା କରୁଛନ୍ତି । ଆଜି ସୋନପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରୁ ପୂଜାପାଠ ପରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ଅଭିଲାଶଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Post a Comment