ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦମହକୁମା ଭିଜିଲାନ୍ସ କାର୍ଯ୍ୟଳୟ ସମ୍ବୁଖ ରେ ଗତକାଲି ରାତ୍ରୀ ରେ ଏକ ବିରାଟ ଅଜଗର ସାପ ଉଦ୍ଧାର। କିଛି ଲୋକ ଏହି ରାସ୍ତା ଦେଇ ଯାଉଥିବା ବେଳେ ଏହି ସାପଟିକୁ ଦେଖି ସ୍ନେକ କେଚର ପ୍ରମୋଦ ଦାସିଆ ଙ୍କୁ ଖବର ଦେଇଥିଲେ । ପ୍ରମୋଦ ଆସି ସାପ ଟିକୁ ଧରିବା ସହ ନିକଟସ୍ଥ ଅର୍ଜୁନପୁର ଜଙ୍ଗଲ ରେ ଛାଡ଼ିଦେଇଥିବା ସୂଚନା ମିଳିଛି।

Post a Comment