ତୁରେକେଲା : (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏବଂ ତୁରେକେଲା ବ୍ଲକ ର ବିଭିନ୍ନ ସ୍ଥାନରେ ଫଳେରିଆ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି ନମୁନା ସଂଗ୍ର କରାଯାଉଛି । ନମୁନା ସଂଗ୍ରହ ପରେ ପରୀକ୍ଷା ନିରୀକ୍ଷା କରାଯିବ ଏବଂ ଯାହାର ନମୁନା ସଂକ୍ରମିତ ବାହାରିବା ତାଙ୍କୁ ଆଶା ମାଙ୍କ ଜରିଆରେ ଖବର ଦିଆଯିବ ଏବଂ ତାର ଉଚିତ୍ ଚିକିତ୍ସା ପାଇଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯିବ । ଆଜି ପାଖାପାଖି ପ୍ରାୟ ତିନିଶହ ରୁ ଉର୍ଦ୍ଧ ସାଧାରଣ ଲୋକଙ୍କ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ କରାଯାଇଅଛି । ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜି ନିଦାନ ବିଭାଗ ର ଲେଵ୍ ଟେକ୍ନି ଶିଆନ୍ତ୍ , ଏ ଏନ୍ ଏମ୍ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା ମାନଙ୍କ ଦ୍ଵାରା ଏହି ରକ୍ତ ନମୁନା ସଂଗ୍ରହ କରାଯାଉଛି ।

Post a Comment