ବୌଦ୍ଧ : (ସୁଶାନ୍ତ କୁମାର ବେହେରା ).ନାରୀ ଶକ୍ତି ସୁଦୃଢ ପାଇଁ ଆଜି ଇଣ୍ଡିଆନ ବ୍ୟାଙ୍କ ତରଫରୁ ଏସ ଏଚ ଜି ମା ମାନଙ୍କୁ ନେଇ ମେଗା ଲୋନ ମେଳା ଆୟୋଜିତ ହେବା ସହିତ ଲୋନ ସହାୟତା ରାଶି ଯୋଗାଇ ଦିଆଯାଇଛି!ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କ BM ଙ୍କ ସୂଚନା ଅନୁଯାଇ ଆଜି ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କ ଶାଖା, ମନମୁଣ୍ଡା ଶାଖା, ବଢ଼ି ଗାଁ, ଧଳପୁର ଏବଂ କୁସଙ୍ଗ ଶାଖା ଠାରେ ଲୋନ ମେଳା ଆୟୋଜିତ ହୋଇ ଶାଖା କ୍ରମାନୁଯାୟୀ ୫୦ ଲକ୍ଷ୍ୟ,୬୨ଲକ୍ଷ୍ୟ,୨୫ଲକ୍ଷ୍ୟ,୧୩ଲକ୍ଷ୍ୟ ଓ ୬୫ଲକ୍ଷ୍ୟ ସର୍ବ ମୋଟ 5ଟି ଶାଖାରେ ଏସ ଏଚ ଜି ମା ମାନଙ୍କୁ ୨.୧୫ କୋଟି ଟଙ୍କା ଲୋନ ସହାୟତା ରାଶି ପ୍ରଦାନ କରାଯାଇଛି।

Post a Comment