କଣ୍ଟାବାଞ୍ଜି :(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ଋତୁକାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୈବଲ ମାଝୀ, ମାନ୍ଦଲା କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ, ପ୍ରଜତ୍ନକାରୀ ଶ୍ରୀ ଜୟ ନାଗ,ଶ୍ରୀମତୀ ଲଲିତା ମାଝୀ, ସ୍ବେଛାସେବୀ ବଳବନ୍ତ ରଣା, ଶିକ୍ଷକ ମନୋଜ କୁମାର ତାଣ୍ଡୀ,ଅଲେଖ ବନଗୋଲା,ବିଶେଶ୍ୱର ମୁଦୁଲି ଯୋଗଦେଇଥିଲେ।ପ୍ରଧାନ ଶିକ୍ଷକ ଉପସ୍ଥିତ ଅନ୍ତେବାସୀଙ୍କୁ ଶିକ୍ଷା ଦ୍ୱାରା ସବୁକିଛି ସମ୍ଭବ ତେଣୁ ସମସ୍ତେ ମନ ଲଗାଇ ପାଠ ପଢିବା ପାଇଁ କହିଥିଲେ।ତାପରେ ସମସ୍ତଙ୍କୁ ସାବୁନ, ବ୍ରଶ,ତେଲ,ଖାତା, କଲମ,ପେନସିଲ ଆଦି ପଠନ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଥିଲା।

Post a Comment