ବିଧବା ଆଦିବାସୀ ଜମିକୁ ହରିଲୁଟ ଅଭିଯୋଗ


କଣ୍ଟାବାଞ୍ଜି/ତୁରେକେଲା,(ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଦୋବଡା ଗାଁ ର ମଡା ଭୋଇ ସ୍ବା√:'ତିଲଦାସ ଭୋଇ ଗତ ୧୯୬୦ ମସିହାରେ ନିଜର ଶ୍ବସୁର ଚନ୍ଦ୍ର ଭୋଇ ପି:ସୁଖା ଭୋଇ ଓ ମନ୍ଦର ଭୋଇ ପି:ସୁଖା ଭୋଇ ଙ୍କର ନାମରେ କଣ୍ଟାବାଞ୍ଜି ତହସିଲ୍ ଅନ୍ତର୍ଗତ ମୈ।ଜା ଖୁଜେନ ଗାଁ ରେ ପାଟଣା ଷ୍ଟେଟ୍ ସେଟେଲ୍ମେଣ୍ଟ୍ ୧୯୩୬ ମୁତାବକ ଖାତା ନ°:୨୪ ରେ ମୋଟ୍ ଜମି ରକବା ଏ:୪୩:୪୨ଡି:ଜମିଥିଲା। ଉକ୍ତ ଖାତା ମାଜୋର୍ଲେଣ୍ଡ୍ ସେଟେଲ୍ମେଣ୍ଟ୍ ୧୯୭୫ ହାଲ୍ ଖାତା ୧୪ ରେ ଶସୁର ଚନ୍ଦ୍ର ଭୋଇ ପି:ସୁଖା ଭୋଇ ଜାତି ଦଳ ନାମରେ ରେକର୍ଡ ଭୁକ୍ତ ପ୍ରଜା ରଏତି ଜମି ପରିମାଣ ମୋଟ୍ ଜମି ରକବା ଏ:୧୯:୫୪ଡିସିମିଲ୍ ଥିଲା। ତନ୍ମଧ୍ୟରୁ ଖାତା ନ°୧୪ ର ପ୍ଳଟ୍ ନ°୮୪୭ ରକବା ୯ ଡିସିମିଲ୍,୮୫୦ପ୍ଳଟର ରକବା ୩୦ ଡିସିମିଲ ୮୫୨/୧୨୩୦,୮୫୩,୮୬୮/୧୨୫୩ ମୋଟ୍ ୫ଟି ପ୍ଳଟ୍ ମିସି ମୋଟ୍ ଏ:୦୧:୮୫ ଡି: ଯାଗାକୁ କୁରୁ କୁରୁ ଦୀପ ନାମକ ଜମି ମାଫିଆ ତା'ର ସ୍ତ୍ରୀ କଇତି ଦୀପ ଜାତି ଗଣ୍ଡା ନି:ଖୁଜେନ ଉପରୋକ୍ତ ଜମିକୁ ଚଞ୍ଚକତାକରି ଖାତା ନ°୫୭/୧୦୭ ଜାଳିଆତି ପଟ୍ଟା ପ୍ରସ୍ତୁତ କରିଛି।ଗୋଟିଏ ସାଧବା ମହିଳା√ରସ ପରାଭୁଏ ସ୍ବା√:ବିଲାସ ପରାଭୁଏ ଙ୍କୁ ନେଇ ତୁରେକେଲା ପାଖରେ ଥିବା ଘଘରା ଜୋର୍ ନିକଟରେ ପିନ୍ଧି ଥିବା ଚୁଡି ଓ ସିନ୍ଦୁର କୁ ଖୋଲିଦେଇ ଟଙ୍କା ଲୋଭରେ ବିଧବା ସାଜି ମୋର୍ ଜାଲ୍ ଟିପ ଚିହ୍ନ ଦେଇ ବିଗତ ୨୪:/୦୭/୧୯୯୨ ରିଖ୍ ଦିନ କଣ୍ଟାବାଞ୍ଜି ସବ୍ ରେଜେଷ୍ଟି ଅଫିସ୍ ଯାଇ ତାଙ୍କ ସହଯୋଗୀ ବାଲ୍ୟଲିଲା ମାଝି,ଦିଗନ ମାଝି ନାମରେ ଜାଳିଆତି ରେଜିଷ୍ଟ୍ରି କରିଛି। ମିଥ୍ୟା ସାକ୍ଷୀ ହିସାବ ରେ ଜମି ରେଜିଷ୍ଟ୍ରି ସମୟରେ ତୁରେକେଲା ଥାନା ଅନ୍ତର୍ଗତ ନିବାସୀ ୧- √ ଦୁତିଆ ହ°ସ ପି:√ ମର୍ସୁଲ ହ°ସ ୨- ବିଦ୍ୟାଧର ବେହେରା ପି:ଶଶିଧର ବେହେରା ନିବାସୀ/ଥାନା//ତହସିଲ୍ କଣ୍ଟାବାଞ୍ଜି।ମିଥ୍ୟା ସାକ୍ଷୀ ପ୍ରମାଣ ଦେଇ ରେଜିଷ୍ଟ୍ରି କାଗଜାତ ନ°୮୪୮/୯୨ ରେ ଜମି ରେଜିଷ୍ଟ୍ରି କରିଥିଲା।ନୂତନ ଖାତା ପ୍ରସ୍ତୁତ ହୋଇ ଖତିୟାନ ୫୭/୧୦୦ ମୋଟ୍ ରକବା ଏ:୧:୮୫ଡି:ଜମି ବାଲ୍ୟଲିଲା ମାଝି ଙ୍କ ରେକର୍ଡ ଭୁକ୍ତ ହୋଇଥିଲା।ପରେ ବାଲ୍ୟଲିଲା ମାଝି ଶ୍ରୀମାନ ରେଭେନ୍ୟୁ ଅଫିସର୍ ଟିଟିଲାଗଡ଼ ଙ୍କର ରେ:ସି:କେସ୍ ନ°ନଂ୬୮/୩୧୦ ସନ୍ ୯୩ ର ତା:୩୦/୦୩/୧୯୯୪ ରେ ଜମି ବିକ୍ରୟ ଜାଳିଆତି ପର୍ମିସନ୍ କରି କୁରୁକୁରୁ ଦିପ ତା'ର ସ୍ତ୍ରୀ କଇତି ଦୀପ ର ନାମରେ ତା:୦୩/୦୫/୧୯୯୪ ଦିନ ଦ୍ବିତୀୟ ଥର ପାଇଁ ପୁନର୍ବାର ସେହି ଜମିକୁ କଣ୍ଟାବାଞ୍ଜି ସବ୍ ରେଜିଷ୍ଟି ରେ ବାଲ୍ୟଲିଲା ମାଝି ପି:ଦିଗସନ ମାଝି ଗ୍ରାମ ବଡବାଙ୍କି କ୍ରେତା କଇତି ଦିପ ନାମରେ କୋଶଳ କ୍ରମେ ନିଜ ମର୍ମରେ କରେଇ ନେଇ ଯାଇଥିଲା। ଏହି ଜମିରେ ରେଜିଷ୍ଟ୍ରି ସମୟରେ ସାକ୍ଷୀ ଦେଇଥିଲେ ୧-ଗଣ୍ଡାରାମ ମାଝି ପି:/ପଦ୍ମ ମାଝି ନି:ବଡବାଙ୍କି ୨-ଘନ କୁମାର ପି: କୃଷ୍ଣ କୁମାର ନି:ଯୁରିବନ୍ଧ ଥା: କଣ୍ଟାବାଞ୍ଜି ମିଥ୍ୟା ସାକ୍ଷୀ ପ୍ରମାଣ କରିଥିଲେ। ଫଳରେ ଉକ୍ତ ଜମି କଣ୍ଟାବାଞ୍ଜି ତହସିଲ୍ ସ୍ଥିତ ମୌଜା। ଖୁଜେନ ରେ ନୂତନ ଖତିୟାନ ପ୍ରସ୍ତୁତ ହୋଇ ୫୭/୧୦୭ କଇତି ଦିପ ନାମରେ ପଟ୍ଟା ହେଲା। ଉକ୍ତ ଜମିକୁ ମୋର୍ ଶସୁର ଚନ୍ଦ୍ର ଭୋଇ ପି ସୁଖା ଭୋଇ ତାଙ୍କ ପିତାଙ୍କ ମୃତ୍ୟୁ ପରେ ପିତୃ କାର୍ଯ୍ୟ ସଦଗତି ନିମନ୍ତେ କାର୍ଯ୍ୟ ରତ ଘସିଆ ଖରତ ଘାସୀ ପି: ମାର୍କଣ୍ଡ ଘାସୀକୁ ୧୯୩୬ ମସିହାରେ ଘରଦ୍ବାର କରି ବସବାସ କରି ରହିବାକୁ ଚିରଦିନ ପାଇଁ ୩୯ ଡିସିମିଲ ଜାଗା ୮୪୭ ୮୫୦ ପଟା କ ଲିଖତ ଦାନ ପତ ବିଗତ ୨୧/୦୬/୨୦୦୮ ଓ କେସ୍ ନଂ ୨୦ ତୁରେକେଲା ଥାନାରେ ମୋକଦ୍ଦମା ରୁଜୁ ଅଛି।ମୋର ଜମିକୁ ଅଜଣାତ ରେ ଓ ଅନ୍ୟାୟ ରେ ବାଲ୍ୟଲୀଳା ମାଝି ନାମରେ ପଟ୍ଟା କରି ଦେଇଥୁବାରୁ ଖୁଜେନ୍,ବାନ୍ଧନ୍ ପାଲି ଓ କାଦବେଡା ତିନିଗୋଟି ଗ୍ରାମର ଭଦ୍ର ବ୍ୟକ୍ତି ଙ୍କୁ ନେଇ ସଭାକରି ଅନୁସନ୍ଧାନ କରିବାରୁ ଜମି ଜାଲିଆତି ସମ୍ବନ୍ଧରେ ଜାଣିପାରିଲି। ଉକ୍ତ ଜମି ର ପୁନଃ ମୋ ନାମରେ ରେକର୍ଡ ହେବା ଓ ସୁନାଧର ନାଗ ନାମରେ ରେକର୍ଡ ଭୁକ୍ତ କରିବା ପାଇଁ ସୁନାଧର ନାଗ, ମାନ୍ୟବର ହାଇକୋର୍ଟ ଓଡ଼ିଶା କୁ ଦ୍ବାରସ୍ଥ ହୋଇ ଡିଗ୍ରୀ ପାଇ ଡବ୍ଲୁପିସି କେସ୍ ନଂ ୩୨୫୮୭/୨୦୨୧ ପାଇଛି ଓ ସବ୍ କଲେକ୍ଟର ଟିଟିଲାଗଡ଼ କାର୍ଯ୍ୟାଳୟ ରେ ଚାଲୁଅଛି।ଏହାର ଲିଖ୍ ପଞ୍ଜିକରଣ ମୁଟାସନ୍ ନଂ୯୮୪/୧୯୯୪ କୁ ରଦ୍ଦ କରି ଜମିର ପୁନରୁଦ୍ଧାର କରାଯାଉ ବୋଲି ଆଦିବାସୀ ସମ୍ପ୍ରଦାୟର ଦଳ ଜାତୀୟ ବିଧବା ମଡା ଭୋଇ ଅଭିଯୋଗ ଜଣାଇଛି।ଗତ ତା:୦୨/୧୨/୨୨ ରିଖ ଦିନ ମଡା ଭୋଇ କୁ ଗାଲି ଗଲଜ ମାଡ଼ ପିଟ୍ କରିଥିବାରୁ ଏବିଷୟ ନେଇ ତୁରେକେଲା ଥାନାରେ ରିପୋର୍ଟ୍ ଲେଖୁ ଜଣାଇଛି ୧-କଇତି ଦିପ୍ ସ୍ବାମୀ କୁରୁ କୁରୁ ଦୀପ, ନିବାସୀ ଖୁଜେନ, ନିରାକାର ଦିପ ପି: କୁରୁ କୁରୁ ଦୀପ, ନୀଳମଣି ଦିପ ପି:କୁରୁ କୁରୁ ଦୀପ,ଚମ୍ପୁ ଦିପ ପି: ନିରାକାର ଦିପ, ପ୍ରେମ୍ ଦିପ ପି: ନୀଳମଣି ନିବାସୀ ଖୁଜେନ ଙ୍କ ନାମରେ କେସ୍ ତୁରେକେଲା ଥାନାରେ ନଂ୨୪୬ ତ.୦୫.୧୨.୨୨ ଏକ୍ଟ.୨୯୪,୫୦୬,୩୪ କେସ୍ ରଜୁ କରାଯାଇଛି ଏବଂ ମୋ ଭଳି ବିଧବା ଆଦିବାସୀ ଜମିକୁ ହରିଲୁଟ କରି,ଜାଳିଆତି କରି ଜମି ହଡ଼ପ ର ପୁନରୁଦ୍ଧାର ସମ୍ବନ୍ଧରେ ଓ ଜୀବନ ରେ ମାରୀ ଦେବାର ଯେଉଁ ଧମପୂର୍ଣ୍ଣ କୁ ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ ଶ୍ରୀମତୀ ଭୋଇ କରି ଛନ୍ତି । ଯଦି ପ୍ରଶାସନ ନ ଶୁଣିଲେ ଆଗାମୀ ଦିନରେ ସେ ଆତ୍ମହତ୍ୟା କରିବି ଓ ଏଥ୍ ପ୍ରତି ପ୍ରଶାସନ ଦାୟୀ ରହିବା ବୋଲି କହିଛନ୍ତି ।

Post a Comment

Previous Post Next Post