ଆକାଶ ଦେଖାଗଲା ଅଦ୍ଭୁତ ଦୃଶ୍ୟ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ରେ ଆଜି ସଂନ୍ଧ୍ୟା ଆକାଶରେ ଦେଖା ଦେଇଛି ଏକ ଅଦ୍ଭୁତ ଆଲୋକିତ ଦୃଶ୍ୟ। ଆଜି ପ୍ରାୟ ସନ୍ଧ୍ୟା ୬ଟା ସମୟ ରେ ଏକ ଉଲ୍କାପିଣ୍ଡ ପରି ଆଲୋକିତ ଜିନିଷ ତଳକୁ ଖସୁଥିବାପରି ଆଲୁଅ ପଡ଼ୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଲୋକେ ଭୟଭୀତ ଅବସ୍ଥାରେ ନିଜ ମୋବାଇଲ୍ ରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ ।

Post a Comment

Previous Post Next Post