ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଦୀର୍ଘ ୩୨ବର୍ଷ ଧରି ଚାଲିଆସିଥିବା ମା ଜଗତଜନନୀ ଦୁର୍ଗାପୂଜା ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ ଗତକାଲି ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ମା ଙ୍କ ପୂଜା ଗତ ସପ୍ତମୀ ଠୁ ଆରମ୍ଭ ହୋଇ ଆଜି ମା ଙ୍କୁ ବିସର୍ଜନ କରାଯାଇଥିଲା!ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଳା ଦଣ୍ଡ ନୃତ୍ୟ ବଲାଙ୍ଗୀର ରୁ ଆସି ପରିବେଷଣ କରିଥିଲେ!ଗ୍ରାମବାସୀ ଓ ପୂଜା କମିଟି ସ୍ଥାନୀୟ ସରପଞ୍ଚ ଙ୍କ ଅସୁସ୍ଥ ଥିବାରୁ ମୁଖ୍ୟ ଅତିଥିଭାବେ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ କୁମାର ଯୋଶୀ, ଗ୍ରାମ ସଭାପତି -ପ୍ରତାପ କିଶ୍ବର ବେହେରା, ସମ୍ପାଦକ -ବିଷ୍ନୁଚରଣ ଦେହୁରୀ, ୱାର୍ଡ ମେମ୍ବର -ଏକାଦଶୀ କର୍ଣ୍ଣ, ସଭା ପରିଚାଳକ ରାଘବ ବେହେରା, ସ୍ୱେଚ୍ଛା ସେବି -ରାଜୀବ ବେହେରା, ପରମାନନ୍ଦ ବେହେରା, ଦ୍ରୋଣାଚାର୍ଯ୍ୟ ଦନ୍ତା, ବଳଭଦ୍ର ବେହେରା, ପ୍ରଦୀପ ମାହାର,କର୍ତ୍ତା -ରଶ୍ମି ରଞ୍ଜନ ବାଘ ଙ୍କ ଉପସ୍ଥିତ ରେ ଶୁଭ ଉଦ୍ଘାଟନି କାର୍ଯ୍ୟକ୍ରମ ହୋଇଥିଲା!

Post a Comment