ଗାନ୍ଧୀ ଜୟନ୍ତୀ ଅବସରରେ ଖାରୀ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା


ସୋନପୁର,(ସର୍ଜନ କୁମାର ପାଣ୍ଡେ) ଆଜି ସୋନପୁର ବ୍ଲକ ଅନ୍ତର୍ଗତ ଖାରୀ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଅବସରରେ ଶୁଭାରମ୍ଭ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସରୋଜ କମ୍ପ ଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ସମସ୍ତଙ୍କ ପ୍ରିୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ବିଜୁ ଯୁବଜନତା ଦଳର ସଭାପତି ଅଶୋକ ନନ୍ଦ,ଛାତ୍ର ଜନତା ଦଳର ସଭାପତି ସାସ୍ୱତ ମିଶ୍ର, ଜିଲ୍ଲାପରିଷଦ ମଧୁସୂଦନ ଓତା ,ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ଏବଂ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତା, ଯୁବ, ମହିଳା, ଛାତ୍ର ଓ ବରିଷ୍ଠ ନେତୃବୃନ୍ଦ ବନ୍ଧୁଗଣ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Post a Comment

Previous Post Next Post