କରଡି ଶିବ ମନ୍ଦିରରେ କ୍ଷୀର ଜଳସେଇ ପ୍ରସ୍ତୁତି ବୈଠକ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କରଡି ଗ୍ରାମର ଚମ୍ପେଶ୍ବର ମହାଦେବ ପିଠରେ ଆସନ୍ତା ୨୦ତାରିଖରେ କ୍ଷୀର ଜଳସେଇ ପାଇଁ ଆଜି ବୈଠକ ବସିଥିଲାା ଏହି ବୈଠକରେ ସାମ୍ପୋଚ,ବୀରନରସିଂହ ପୁର,ମଥୁରା,ଓ ରାଧାନଗର ଗ୍ରାମପଞ୍ଚାୟତର ୨୦୦ରୁ ଉର୍ଦ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲା ଓ ଏହି କାଯ୍ୟକ୍ରମକୁ  ସଂପୁଣ୍ଣ ସହଯୋଗ କରିବେବୋଲି ପ୍ରତିଶୃତି ଦେଇଥିଲେ ।ପ୍ରତିଶୃତି ପାଇ  ମନ୍ଦିର ପରିଚାଳନା କମିଟି ଆସିଥିବା ବିଭିନ୍ନ ଗ୍ରାମର ଲୋକଙ୍କୁ ନେଇ  ପ୍ରସାଦ ବଣ୍ଟନ,ଶୃଙ୍ଖଳା ରକ୍ଷା ,କ୍ଷୀର ସଂଗ୍ରହ ,କରିବା ପାଇଁ କମିଟି ଗଠନ କରାଯାଇଥିଲା।ପରି ଚାଲାଣା କମିଟିର ହରିଅର୍ଜୁନ ସାହୁ,ନରେନ୍ଦ୍ର କୁମାର ସାହୁ,ପୂର୍ଣ୍ଣଚନ୍ଦ୍ର ମହାକୁଳ,ପୂର୍ଣ୍ଣଚନ୍ଦ୍ର ଗାଈଗୈାରିଆ,ବିଶ୍ବଜିତ ମିଶ୍ର,ବାବାଜୀ ପାତ୍ର,କିଶୋର ସାହୁ,ରାଜୁ ଅଗ୍ରଓ୍ବାଲା।

Post a Comment

Previous Post Next Post