ହରଭଙ୍ଗା (ସୁଶାନ୍ତ କୁମାର ବେହେରା ) ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଆଜି ଦ୍ୱିତୀୟ ସାଧାରଣ ବୈଠକ ଚାରିଛକ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଠ ରମେଶ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ,ଉକ୍ତ ବୈଠକ ରେ ଉପସଭାପତି ଜନ୍ମେଜୟ ପ୍ରଧାନ, ସମ୍ପାଦକ ବାଳକୃଷ୍ଣ ନାୟକ, ଯୁଗ୍ମ ସମ୍ପାଦକ ଶରତ ମାଝୀ, ସହ ସମ୍ପାଦକ ଦୁତିବାହନ କାମ୍ପ,କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ,ଉପଦେଷ୍ଟା ଲବ କୁମାର ପ୍ରଧାନ ସଭାକାର୍ଯ୍ୟ ରେ ଭାଗ ନେଇଥିଲେ, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା ରବୀନ୍ଦ୍ର ନାଥ କଁହର, ସମ୍ମାନିତ ଅତିଥି ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଓ ସମ୍ପାଦକ ଉପସ୍ଥିତ ସଦସ୍ୟ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ!

Post a Comment