ହରଭଙ୍ଗା (ସୁଶାନ୍ତ କୁମାର ବେହେରା ) ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ମାଧପୁର ନିକଟସ୍ଥ ବନ ଦୁର୍ଗା ମନ୍ଦିର ପାର୍ଶ୍ୱ ରେ ରବିବାର ଏକ କାଚ ବୋଝେଇ ପିକ୍ପ ଦୁର୍ଘଟଣା ଗ୍ରସ ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ ଛତିଶଗଡ଼ ରାଇପୁର ଠାରୁ ଏକ କାଚ ବୋଝେଇ ପିକ୍ପ ଭୁବନେଶ୍ବର ଅଭିମୁଖେ ଯାଇଥିବା ସମୟରେ ଭାରସାମ୍ୟ ହରାଇ ମାଧପୁର ନିକଟସ୍ଥ ବନ ଦୁର୍ଗା ମନ୍ଦିର ପାର୍ଶ୍ୱ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ଏହି ବଡ଼ ଦୁର୍ଘଟଣା ରୁ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଖବର ପାଇ ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
କାଚ ବୋଝେଇ ପିକ୍ପ ଦୁର୍ଘଟଣା
ଆଜତକ ଓଡ଼ିଶା
0
Post a Comment