ସୁବର୍ଣ୍ଣପୁର,(ଆତକ୍ ଓଡ଼ିଶା) ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ,ଖେମାଲୋଏ ଠାରେ CLEAN INDIA 2.0 ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧ ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖେମାଲୋଏ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡା ଯୋଗ ଦେଇ ମତ ରଖିଥିଲେ କିପରି ପ୍ରତ୍ୟେକ ଗ୍ରାମର ପୋଖରୀ ,ବଂଧ, ରାସ୍ତା ,ସ୍କୁଲ, କଲେଜ ,କଲ୍ୟାଣ ମଣ୍ଡପ ,ନଳକୂପ ପରିସର ସଫା ରହିବ ସେଉପରେ ଆଲୋକପାତ କରିଥିଲେ। ଶେଷରେ ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ହୃଷୀକେଶ ଦେହେରୀ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment