ଲେବର ଚଲାଣ ବେଳେ ୧୬ ଯୁବତୀ ଉଦ୍ଧାର ଜଣେ ଗିରଫ


ନୂଆପଡ଼ା,( ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖରିଆର ରୋଡ ରେଳଷ୍ଟେସନ ନିକଟରେ ଗତକାଲି ତିନିଜଣ ନାବାଳିକା ସହ ତେର ଜଣ ଯୁବତୀ କୁ ଜୋଙ୍କ ପୋଲିସ ଉଦ୍ଧାର କରିଛି । ସୂଚନା ଥାଉକି ଜୋଙ୍କ ଥାନା ଆଇ ଆଇ ସି କୈଳାଶ ଚନ୍ଦ୍ର ସେଠି ଙ୍କ ନେତୃତ୍ୱରେ ସବ ଇନିସ୍ପେକଟର ଅରବିନ୍ଦ ମେହେର, ହାବିଲଦାର କୈଳାଶ ଭୋଇ,କନେଷ୍ଟବେଲ ଲଷ୍ମୀ ସେନା,ହୋମଗାର୍ଡ ହୀରା ଶତନାମୀ ଙ୍କ ସମେତ ଏକ ଟିମ ବାହାରି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଲେବର ନେଉଥିବା ଦଲାଲ ଜଣକ ବିହାର ର ବୋଲି ଜଣା ପଡିଛି   ଦଲାଲ ଙ୍କ ନାଁରେ ଜୋଙ୍କ ପୋଲିସ ଏକ କେଶ ୠଜୁକରି ବର୍ତମାନ କୋର୍ଟ ଚାଲାଣ କରିଛି ।

Post a Comment

Previous Post Next Post