ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏହି ସୁରଭି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମଲାଲ ସତନାମି ଅଧ୍ୟକ୍ଷତା କରିଥିବା ବେଳେ ସିଆଲଟି ସରପଞ୍ଚ କାଳିଆ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମିତି ସଭ୍ୟ ଚନ୍ଦୁଲାଲ ନାଏକ , Crcc ଛୁନୁରାମ୍ ନାଏକ ଶିକ୍ଷକ ହୃଦାନନ୍ଦ ମଟାଳି,ପଞ୍ଚାନନ ମଟାରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରଥମେ ମା ସରସ୍ଵତୀ ବୀଣାପାଣି ଙ୍କ ଠାରେ ଅତିଥି ଗଣ ପୂଜା ପାଠ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ସୁରଭି କାର୍ଯ୍ୟ କ୍ରମ ୧୩ ଟି ବିଦ୍ୟାଳୟ ର ୩୦୦ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ଏହି ସୁରଭି ପ୍ରତିଭା କାର୍ଯ୍ୟ କ୍ରମ ରେ ଗୀତ,ନାଚ,ଚିତ୍ରାଙ୍କନ,ବକୃତା, ହସ୍ତାକ୍ଷର,ଭାଷଣ,ରଚନା,ସାଧାରଣ ଜ୍ଞାନ ଏହି ଭଳି କେତେ ପ୍ରତିଯୋଗିତା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟ ରେ ରାମଚନ୍ଦ୍ର ସାହୁ,ସଦାନନ୍ଦ ସେଠ୍,ଧନୀରାମ ନାଏକ,ଦଇତାରୀ ଗାଏତା,ରୋହନ ସିଂ ମାଝୀ,ଶକୁନ୍ତଳା ତ୍ରିପାଠୀ,ପୂର୍ଣ୍ଣଚନ୍ଦ୍ର ଧରୁଆ,ଭଜନ ହଂସ ,ଇନ୍ଦ୍ରଜିତ ସତାନାମି ପ୍ରମୁଖ ସହଜୋଗ କରିଥିଲେ

Post a Comment