ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଜଳାତଙ୍କ ଏକ ସ୍ୱାସ୍ଥ୍ୟ ଶୂନ୍ୟ ମୃତ୍ୟୁ ଲକ୍ଷରେ ସମଗ୍ର ବିଶ୍ୱରେ ଚଳିତ ବର୍ଷ ସେପ୍ଟେମ୍ବର ଅଠେଇସ ତାରିଖକୁ ବିଶ୍ୱ ଜଳାତକ ଦିବସ ରୂପେ ବୌଦ୍ଧ ଜିଲ୍ଲା ରେ ପାଳନ କରାଯାଇଛି!ବୌଦ୍ଧ ଜିଲ୍ଲାର ହରଭଙ୍ଗା ପ୍ରlଣିପାଳନ ବିଭାଗ ତରଫରୁ ଏହି ଦିବସକୁ ପାଳନ କରିବା ନେଇ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ବ୍ଲକ ର ପ୍ରତି ପଂଚାୟତ ରୁ ଜଣେ ଲେଖାଏଁ ପ୍ରାଣୀସେବା ସହ ସଂଶ୍ଳିଷ୍ଟ ଥିବା ଭକ୍ତି ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ଆମନ୍ତ୍ରିତ କରାଯାଇ ଜଳାନ୍ତକ ରୋଗ ଓ ଏହାର ସଂକ୍ରମଣ ପଦ୍ଧତି ଏବଂ ପ୍ରତିହିତ କେମିତି କରାଯାଇପାରିବ ତାହା ତାଲିମ ଦିଆଯାଇଥିଲା!ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ପରିଚାଳନା ରେ ଆୟୋଜିତ ଏହି ସଭାରେ ଭ୍ରାମ୍ୟ ମାନ ଚିକିତ୍ସାଧିକାରୀ ଡା. ପ୍ରତିଭା ପାଢି ଜଳାତଙ୍କ ରୋଗ ସମ୍ପର୍କରେ ଆଲୋକ ପାତ କରିଥିଲେ!ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ ସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ମlନିତ ଅତିଥିଭାବେ ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ ଯୋଗଦାନ କରି ବିଶ୍ୱ ଜଳାତଙ୍କ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କ ରେ ମତପ୍ରକାଶ କରିଥିଲେ!ଶ୍ରୀ ଭୋଇ ଜଳାତଙ୍କ ରୋଗର ଭାୟାବହାତ ତଥା ଏହି ରୋଗର କୋଣସି ଚିକିତ୍ସା ପଦ୍ଧତି ନ ଥିବାରୁ ସତର୍କତା ଅବଲମ୍ବନ ଓ ସୁନିଶ୍ଚିତ ଟୀକା କରଣ କରିବାକୁ ପରାମର୍ଶ ଦେଇଥିଲେ!ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର ନିର୍ମଳ ପ୍ରଧାନ, ନୀଳାଞ୍ଚଳ ମିଶ୍ର, ଲକ୍ଷ୍ମଣ ମଲ୍ଲିକ, ନାରାୟଣ ବାରିକ ଆଦି ଏହିକାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Post a Comment