ସୋନପୁର (ସର୍ଜନ କୁମାର ପାଣ୍ଡେ)ଗତ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ବିଜେପି ପ୍ରାର୍ଥୀ ଶ୍ରୀ ରଘୁନାଥ ଜଗଦଲାଙ୍କ ନିର୍ଦେଶକ୍ରମେ । ବିଜେପି ର ପ୍ରତିନିଧି ଦଳ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଗାୟିତ୍ରି ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଝିଅ ବଜୟନ୍ତୀ କଂସାରୀକୁ ନିଜେ ଜଗଦଲା ସାର ୫୦୦୦, ଏବଂ ତାଙ୍କର ଉଦ୍ୟମରେ ତାଙ୍କ ବନ୍ଧୁମାନଙ୍କୁ କହି ପୁଣି ୧୨.୫୦୦ ଏଇ ଝିଅ ର ବ୍ୟାଙ୍କ ଖାତାରେ ଟଙ୍କା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତେଲିପାଲି ଗ୍ରାମର ଅତି ଗରିବ ଘରର ଝିଅ ବଜୟନ୍ତୀ କଂସାରୀ, ଏଥର ଦ୍ୱାଦଶ ପରୀକ୍ଷା Artsରେ 80%ମାର୍କ ରଖିଛନ୍ତି କିନ୍ତୁ ଅର୍ଥ ଅଭାବରେ ବୀରମହାରାଜପୁର କଲେଜ ରେ ନାମ ଲେଖାଇ ପାରୁନଥିଲେ ଯାହେଉ ଆଜି ନିଶ୍ଚିତ ପାଠ ପଢିପାରିବେ । ଶ୍ରୀମତି ଗାୟତ୍ରୀ ପାଣିଗ୍ରାହୀ କହିଛନ୍ତି ଆଉ ଯାହାଦରକାର ମୋର ଦ୍ୱାରା ଯାହାହେବ ମୁଁ ମଧ୍ୟ ସାହାଯ୍ୟ କରିବି । ମୁଁ ମଧ୍ୟ ଆମ କେଂଝରିଆପାଲି ର ଜଣେ ପୁଅ, ଆମ ତେଲିପାଲି ର ଜଣେ ପୁଅ ଏବଂ ଜଣେ ଝିଅ କୁ ଟଙ୍କା ଅଭାବରୁ ପଢିପାରୁନଥିବାରୁ ଟଙ୍କା ସାହାଯ୍ୟ କରି +3 ଆଡମିସନ କରେଇଛି ଆଜି ସେଇମାନେ ପାଠ ପଢ଼ିସାରିଲେଣି । ଖୁସି ଲାଗେ ନିଜକୁ ଆମ ମାନଙ୍କର ସାହାଯ୍ୟ ରେ ଜଣେ ପାଠ ପଢି ଆଗକୁ ଗଲେ, ଆସନ୍ତୁ ବନ୍ଧୁଗଣ ଆମ ଦ୍ୱାରା ଯାହାହେବ ହାତେ ହାତେ ଦେଇ ପାଠ ପଢିବାରେ ସାହାଯ୍ୟ କରିବା ବୋଲି ଶ୍ରୀମତି କହିଛନ୍ତି।ତାଙ୍କ ସାଥିରେ ବିଜେପି ର ଅଶୋକ ସାହୁ ଏବଂ ଅନ୍ୟାନ୍ୟ କର୍ମକର୍ତା ଯାଇ ସହାୟତା କରିଥିଲେ।

Post a Comment