ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଁଟ ପଦର ଠାରେ ବାଲ୍ୟ ବିବାହ ବନ୍ଦ କରିବା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗାଁ ଭ୍ରମଣ କରି ସଚେତନତା କରିବା ସହ ଆଗାମୀ ଦିନରେ ବାଲ୍ୟ ବିବାହ ବନ୍ଦ କରିବା ନେଇ ସପତ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କଇଁଟ ପଦର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ହଂସ, ଆଇ ସି ଡିଏସ ସୁପରଭାଇଜର ଶ୍ରୀମତୀ ଟିକେମଣି ମାଝୀ, ନାଏବ ସରପଞ୍ଚ ତିଲତମା ହେର୍ଣ୍ଣା, ସ୍କୁଲ ଶିକ୍ଷକ ବିରେନ୍ଦ୍ର ମେହେର,ଅଙ୍ଗନବାଡ଼ି କର୍ମୀ ସାବେତ୍ରୀ ହରିଜନ,ଶୁଶିଲା ମେହେର,ମାଲତୀ ସୁନାନି, ମାଧୁରୀ ବାଗ,ଆଶା କର୍ମୀ ଶଶିକଲା ବାଗ, ଗୈାରି ହେର୍ଣ୍ଣା,ପିରଦେଇ ସୁନାନୀ, ମେନକା ସୁନାନୀ, ସି ଆର ପି ଗୋପବାଲି ହେର୍ଣ୍ଣା, ୱାଡ ମେମ୍ବର କୁନ୍ତଳା ହେର୍ଣ୍ଣା,ବିଲାସ ହେର୍ଣ୍ଣା,ରିପୁ ସୁନାନୀ, ସହାୟିକା କଲାବତୀ ପୁଞ୍ଜି , ଲୋବନୀ ଘିଭେଲା , ପ୍ରମୁଖ ଉପସ୍ଥିତ ରହି ଶପଥ କରିବା ସହ ଜନ ସାଧାରଣ ଙ୍କୁ ସଚେତନ କରାଇବା ଦେଖିବାକୁ ମିଳିଛି ।

Post a Comment