ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଗସ୍ତରେ ଆସି ସିନାପାଲି ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିବା ବେଳେ ଟିମନପୁର ଗ୍ରାମ ପଞ୍ଚାୟତ ର ସମଲେଶ୍ଵରୀ ହାଇଦ୍ଵସ୍କୁଲ ୫ଟି ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଏବଂ ଗ୍ରାମ୍ୟ ପାର୍କ ବୁଲି ଦେଖିଥିଲେ। ଏହି ଗସ୍ତରେ ସିନାପାଲି ବିଡ଼ିଓ ଶ୍ରୀଯୁକ୍ତ ସଦାଶିବ ନାଏକ, ତହସିଲଦାର ଶ୍ରୀଯୁକ୍ତ ଲୋକନାଥ ଶବର ,ଟିମନପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବୈକୁଣ୍ଠ ଦଣ୍ଡସେନା,ପିଇଓ ଶ୍ରୀମତୀ ସଶମିତା ବେହେରା, ଗ୍ରାମ ରୋଜଗାର ସେବକ ଶ୍ରୀଯୁକ୍ତ ରୁପେଶ ମେହେର, ଓ ଅନ୍ୟାନ୍ୟ ଅଧିକାର ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲାପାଳ ସିନାପାଲି ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ
ଆଜତକ ଓଡ଼ିଶା
0
Post a Comment