ଦ୍ରୌପଦି ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଆଜି ବିଜୟୀ ହୋଇଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ


ସୁବର୍ଣ୍ଣପୁର(ଗଣପତିବାଘ) ଓଡ଼ିଶା ର ପ୍ରଥମ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ରେ ଆଜି ବିଜୟୀ ହୋଇଥିବାରୁ ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ବିଜୟ ଉତ୍ସବ ପାଲନ କରାଯାଇଛି । ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ବ୍ଲକ ଛକ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦି ଙ୍କ ଠାରୁ ବିଜୟୀ ହୋଇ ରାଷ୍ଟ୍ରପତି ହୋଇ ଥିବାରୁ ଏହି ଶୋଭାଯାତ୍ରା କରାଯାଇଥିଲା।

Post a Comment

Previous Post Next Post