ଜେ ଏମ ଜେ ଇଂଲିଶ ମିଡିୟମ ସ୍କୁଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଜେ ଏମ ଜେ ଇଂଲିଶ ମିଡିୟମ ସ୍କୁଲ କଣ୍ଟାବାଞ୍ଜି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସଚେତନତା ରେଲି ର ଆୟୋଜନ କରାଯାଇଥିଲା, ସ୍କୁଲ ପରିସର ରେ କଣ୍ଟାବାଞ୍ଜି ରେଞ୍ଜର, ସ୍କୁଲ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଓ ଅନ୍ୟ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ, ଏହା ସହ ସ୍କୁଲ ଛାତ୍ର ଛାତ୍ରୀ ସ୍କୁଲ କର୍ମଚାରୀ,ଫୋରେଷ୍ଟ ବିଭାଗ ମିଳିତ ଉଦ୍ୟମରେ ବେନର,ଫ୍ଲେକାର୍ଡ, ପୋଷ୍ଟର, ସ୍ଲୋଗାନ ଦେଇ ସହର ରେ ସଚେତନତା ଅଭିଯାନ କରା ଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ପୋଲିସ ମଧ୍ୟ ସହଯୋଗ କରିଥିଲା

Post a Comment

Previous Post Next Post