କଣ୍ଟାମାଳ,(ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତ ଠାରେ ଆଜି ବର୍ଯ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ ହୋଇଯାଇଛି ।ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ ମେହେର, କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ ,ସରପଞ୍ଚ ସୌଦାମିନୀ ମଲ୍ଲିକ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ ।ନାଏବ ସରପଞ୍ଚ ପଦ୍ମନାଭ ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପଧାନ, ଜିଆରଏସ୍ ମହେନ୍ଦ୍ର ପ୍ରଧାନ , ସମାଜ ସେବି ଶିତିକଣ୍ଠ ମିଶ୍ର, ରବୀନ୍ଦ୍ର ପ୍ରଧାନ, ପରାମର୍ଶ ଦାତା ଆର୍ତତ୍ରାଣ ପାଢି, ସରୋଜ ରଞ୍ଜନ ପାଢି, ମାଷ୍ଟର ଟ୍ରେନର ପୂର୍ଣଚରଣ ସାହୁ ରଞ୍ଜନ କୁମାର ପlତ୍ର, ବିକାଶ ସିଂ, ସ୍ବେଛାଗ୍ରାହୀ ନଳିନୀକାନ୍ତ ସାହୁ, ନିରଞ୍ଜନ ବାରିକ, ଧନମାଳୀ କର୍ଣ୍ଣ, ରକି ପଣ୍ଡା, ଶ୍ରୀକାନ୍ତ ମହାକୁଡ଼, ଦିଲ୍ଲୀପ ମହାକୁଡ଼ କୁନ୍ଦନ ଦନ୍ତା, ସୁଧୀର ପଣ୍ଡା ,ମୁନ୍ନା ସାହୁ, କୁନା ଭୋଇ, ଲବ ବସ୍ତିଆ,ପ୍ରଦୀପ କର, ସୁଜିତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ବର୍ଯ୍ୟ ବସ୍ତୁ ସଂଗ୍ରହ ଗାଡ଼ିର ଶୁଭାରମ୍ଭ କଲେ ଜିଲ୍ଲାପାଳ
ଆଜତକ ଓଡ଼ିଶା
0
Post a Comment